ETV Bharat / business

ଆମେରିକା ଭାଙ୍ଗିଦେଲା ଚାଇନା ମେରୁଦଣ୍ଡ , ପ୍ରଫିଟରେ ଭାରତ

କ୍ରମାଗତ ଭାବେ କମି ଚାଲିଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସ୍ତର । ଏଥିପାଇଁ ଚାଇନା ସରକାର ଜିଡିପି (ମୋଟ ଘରୋଇ ଉତ୍ପାଦ) ଅକଳନକୁ ସାମାନ୍ୟ ହ୍ରାସ କରିଛନ୍ତି । ଏହା ଦ୍ବାରା ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷରେ ଭାରତ ଲାଭବାନ ହେବ ।

author img

By

Published : Mar 5, 2019, 11:13 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆମେରିକା ସହ ଟକ୍କର ଚୀନକୁ ଭାରି ପଡିଛି । ବାଣିଜ୍ୟିକ ଯୁଦ୍ଧର ପ୍ରଭାବର ଚୀନ ଅର୍ଥ ବ୍ୟବସ୍ଥାକୁ ଟଳମଳ କରିଦେଇଛି । କ୍ରମାଗତ ଭାବେ କମି ଚାଲିଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ସ୍ତର । ଏଥିପାଇଁ ଚାଇନା ସରକାର ଜିଡିପି (ମୋଟ ଘରୋଇ ଉତ୍ପାଦ) ଅକଳନକୁ ସାମାନ୍ୟ ହ୍ରାସ କରିଛନ୍ତି । ଏହା ଦ୍ବାରା ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷରେ ଭାରତ ଲାଭବାନ ହେବ ।

ଗତ ଆର୍ଥିକ ବର୍ଷ ଚୀନର ବିକାଶ ଦର 6.6 ପ୍ରତିଶତ ରହିଥିଲ । ଯାହାକି ବିଗତ 3 ଦଶକର ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ଆଉ ଏବେ ଏହି ପ୍ରକ୍ରିୟାରେ ବ୍ରେକ କିମ୍ବା ବୃଦ୍ଧି ପରିବର୍ତ୍ତେ ଆହୁରି ତଳମୁହାଁ ହେବାକୁ ଲାଗିଛି । ଜିଡିପି ସ୍ତର 6 ରୁ6.5 ପ୍ରତିଶତ ମଧ୍ୟରେ ରହିବ ବୋଲି ଚାଇନା ଅର୍ଥନୀତିଜ୍ଞ ଓ ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ ଆକଳନ କରାଯାଉଛି । ଏଥିସହ ଚୀନର ମହଙ୍ଗା ଦର (ମୁଦ୍ରାସ୍ପୀତି)କୁ 3 ପ୍ରତିଶତରେ ସ୍ଥିର ରଖିବା ସହ ସହରୀ ଇଲାକାରେ 1.1 କୋଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି ।

ମାନ୍ଦା ଓ ରୁଗଣ ଅର୍ଥନୀତିର ବଡ କାରଣ ହେଲା ଆମେରିକା ସହ ବାଣିଜ୍ୟିକ ଯୁଦ୍ଧ ଓ ରପ୍ତାନୀ ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭରଶୀଳ । ଯାହା ଫଳରେ ଦେଶର ଅର୍ଥନୀତି କ୍ରମଶଃ ଦୁର୍ବଳ ହେବାକୁ ଲାଗିଛି ।

ଦୁର୍ବଳ ଅର୍ଥବ୍ୟବସ୍ଥାକୁ ଶକ୍ତିଶାଳୀ ଲକ୍ଷ୍ୟରେ ସଂସଦରେ ଏକ ନୂଆ ନିବେଶ ଆଇନ ପାରିତ କରିବାକୁ ଚାଇନା କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଯାହାକି ବାଣିଜ୍ୟିକ ଯୁଦ୍ଧକୁ ସମାପ୍ତ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

undefined

ଯଦି ଏପରି ହୁଏ , ତେବେ ବିଶ୍ବର ଦ୍ବିତୀୟ ବୃହତ୍ତ ଅର୍ଥନୈତିକ ରାଷ୍ଟ୍ରକୁ ମାତ ଦେଇ ଭାରତ ଆଗରେ ରହିବାର ଆଶା ଆଗକୁ ପୂରଣ ହେବା ସୁନିଶ୍ଚିତ ।

Intro:ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ଠାରେ ବିଜେପି ପକ୍ଷରୁ ବିଜୟ ସ°ଙ୍କଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି ।ଫିର ଏକ ବାର ମୋଦି ସରକାର ନାରା ନେଇ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୁପେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଯୋଗ ଦେଇ ଦେଶର ବିଭିନ୍ନ କ୍ଷେତ୍ରରେ ମୋଦି ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ସାଧାରଣ ଜନତାଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସ°ପର୍କରେ ଆଲୋକପାତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଅନୁ ଚୈଧୁରୀ ,ବିଜେପି ରାଜ୍ୟ ସ°ପାଦକ ବିଭୂତି ଜେନା ,ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତି ଙ୍କ ସମେତ ଦଳର ଯୁବ ମୋର୍ଚ୍ଚା ର କର୍ମକର୍ତ୍ତା ଓ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।ଏହି ଅବସରରେ କେନ୍ଦ୍ରରେ ଏବଂ ରାଜ୍ୟରେ ବିଜେପି ଦଳକୁ ବହୁ ମତ ପ୍ରଦାନ କରିବାକୁ ଉପସ୍ଥିତ ଜନତାଙ୍କୁ ଆହ୍ବାନ କରାଯାଇଥିଲା ।

Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ନ୍ୟୁଜ୍...

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.