ETV Bharat / business

ଭାରତୀୟ ରେଳର ରେକର୍ଡ, 2019ରେ ମୃତକଙ୍କ ସଂଖ୍ୟା ଶୂନ - ଭାରତୀୟ ରେଳର ରେକର୍ଡ

ଭାରତୀୟ ରେଳର ରେକର୍ଡ । ଏ ବର୍ଷ ଜଣେ ବି ଯାତ୍ରୀ ପ୍ରାଣ ହରାଇନାହାନ୍ତି । ଯାହାକି 166 ବର୍ଷରେ ପ୍ରଥମ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋଏଲ ।

Zero passenger deaths reported in FY20
ଭାରତୀୟ ରେଳର ରେକର୍ଡ, 2019ରେ ମୃତକଙ୍କ ସଂଖ୍ୟା ଶୂନ
author img

By

Published : Dec 26, 2019, 9:11 PM IST

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ରେଳ । ଜାଣି ଆଶ୍ଚର୍ଯ୍ୟ ହେବେ ଚଳିତ ବର୍ଷ ଜଣେବି ଯାତ୍ରୀଙ୍କ ମୃତ୍ୟୁ ହୋଇନଥିବା ରେକର୍ଡ ରହିଛି । ଯାହାକି 166 ବର୍ଷରେ ପ୍ରଥମ । ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏ ବର୍ଷ ଜଣେ ବି ଯାତ୍ରୀ ପ୍ରାଣ ହରାଇନାହାନ୍ତି
ଫଟୋ ସୌଜନ୍ୟ-@PiyushGoyal

ଲଗାତାର ଭାରତୀୟ ରେଳୱେ ନିଜ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ବହୁତ ପଦକ୍ଷେପ ନେଇଛି । ମୋଦି ସରକାରଙ୍କ କାର୍ଯ୍ୟାଳୟରେ ଭାରତୀୟ ରେଳର ଆଧୁନିକରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ରେଳଗାଡିକୁ ପବନର ଗତି ଦେବା ପାଇଁ ବନ୍ଦେ ମାତାରମ ଏକ୍ସପ୍ରେସ, ହମସଫର ଏକ୍ସପ୍ରେସ ଭଳି ଚକମକ ଗାଡି ଲାଇନରେ ଦୌଡୁଛି । ସେପଟେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଦୁର୍ଘଟଣା ବି କମୁଛି ।

ରେଳ ଯାତ୍ରୀଙ୍କ ପାଇଁ 2019-20 ଆର୍ଥିକ ବର୍ଷ ସବୁଠୁ ସୁରକ୍ଷିତ ରହିଛି । ଏବେ ସୁଦ୍ଧା ଜଣଙ୍କର ମଧ୍ୟ ମୃତ୍ୟୁ ହୋଇନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.