ETV Bharat / business

ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ, ଆଗତ ହେବ ଅର୍ଥନୀତି ସହ ଜଡିତ ଏହି ସବୁ ବିଲ - winter session of parliament

ରାଜ୍ୟସଭା ଓ ଲୋକସଭାର ବ୍ୟାପର ସୂଚୀ ଅନୁଯାୟୀ ମହତ୍ବପୂର୍ଣ୍ଣ ଔଦ୍ୟୋଗିକ ସମ୍ବନ୍ଧ ସହ ଜଡିତ ପାଖାପାଖୀ 35 ବିଧେୟକ ଆଗତ କରାଯିବ। ଯେଉଁଥିରେ ସରକାରୀ କର୍ପୋରେଟ ଟିକସ କମ କରିବା, ଇ-ସିଗାରେଟ ନିଷେଧ ଆଦିକୁ ଆଗତ ହେବ।

ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ
author img

By

Published : Nov 18, 2019, 2:33 PM IST

ନୂଆଦିଲ୍ଲୀ: ସୋମବାର ସଂସଦରେ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର 13 ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସରକାର 27ଟି ବିଲକୁ ପାରିତ କରିବା ଲକ୍ଷ୍ୟ ରଖିଛନ୍ତି । ଏପଟେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଅସ୍ତ୍ର ପ୍ରସ୍ତୁତ କରି ରଖିଛନ୍ତି । ତେବେ ଏହି ଅଧିବେଶନରେ ଅର୍ଥଜଗତକୁ ନେଇ ମଧ୍ୟ ବହୁ ବିଲ ଆଗତ କରାଯିବ।

ରାଜ୍ୟସଭା ଓ ଲୋକସଭାର ବ୍ୟାପର ସୂଚୀ ଅନୁଯାୟୀ ମହତ୍ବପୂର୍ଣ୍ଣ ଔଦ୍ୟୋଗିକ ସମ୍ବନ୍ଧ ସହ ଜଡିତ ପାଖାପାଖୀ 35 ବିଧେୟକ ଆଗତ କରାଯିବ । ଯେଉଁଥିରେ ସରକାରୀ କର୍ପୋରେଟ ଟିକସ କମ କରିବା, ଇ-ସିଗାରେଟ ନିଷେଧ ଆଦିକୁ ଆଗତ ହେବ ।

ଏହା ବ୍ୟତିତ 2 ଗୁରୁତ୍ବପୂର୍ଣ୍ଣ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଏଥିରେ ଆୟକର ଅଧିନିୟମ, 1961 ଓ ଅର୍ଥ ଅଧିନିୟମ, 2019ରେ ସଂଶୋଧନକୁ ପ୍ରଭାବୀ କରିବା ପାଇଁ ସେପ୍ଟେମ୍ବରରେ ଏକ ଅଧ୍ୟାଦେଶ ଜାରି ହୋଇଥିଲା । ଯାହାର ଉଦ୍ଦେଶ୍ୟ ଘରୋଇ ବିନିର୍ମାଣ କମ୍ପାନୀଙ୍କ ପାଇଁ କର୍ପୋରେଟ କର କମ କରି ଆର୍ଥିକ ମାନ୍ଦାବସ୍ଥାକୁ ରୋକିବା ସହ ଅଭିବୃଦ୍ଧି ବଢାଇବା ଥିଲା ।

ଏହି ସବୁ ପ୍ରମୁଖ ବିଧେୟକ ମଧ୍ୟ ଅଧିବେଶନରେ ଆଗତ ଓ ପାରିତ ହେବ

ବିଚାର ଓ ପାରିତ ହେବାକୁ ଥିବା ସୂଚୀବଦ୍ଧ ବିଲ
-ଚିଟ ଫଣ୍ଡସ (ସଂଶୋଧନ) ବିଧେୟକ 2019

ପରିଚୟ, ବିଚାର ଓ ପାରିତ ହେବାକୁ ଥିବା ସୂଚୀବଦ୍ଧ ବିଲ

  • ଇ-ସିଗାରେଟ ପ୍ରତିବନ୍ଧ ଅଧ୍ୟାଦେଶ ବିଧେୟକ 2019
  • କର ସଂଶୋଧନ ଆଇନ ବିଧେୟକ 2019
  • ମଲ୍ଟି ଷ୍ଟେଟ କୋପରେଟିବ ସୋସାଇଟ (ସଂଶୋଧନ) ବିଧେୟୟକ
  • କମ୍ପାନୀ (ଦ୍ବିତୀୟ ସଂଶୋଧନ)ବିଧେୟକ 2019
  • ପ୍ରତିଯୋଗୀତା (ସଂଶୋଧନ) ବିଧେୟକ 2019
  • ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ବିଧେୟକ 2019
  • ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ବିଧେୟକ 2019
  • ଉଦୌଗିକ ସମ୍ବନ୍ଧ ସଂହିତା ବିଧେୟତ 2019
  • ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିକାଶ(ସଂଶୋଧନ) ବିଧେୟକ 2019
  • ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେହା କେନ୍ଦ୍ର ପ୍ରାଧିକରଣ ବିଧେୟକ, 2019

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.