ETV Bharat / business

125 ସହରରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି କରୁଛି ସ୍ବିଗି - ଲକଡାଉନରେ ସ୍ବିଗି

ସ୍ବିଗିର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ବିବେକ ସୁନ୍ଦର କହିଛନ୍ତି ଯେ, ‘‘ ଗ୍ରୋସରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଆମ ଦୀର୍ଘକାଳୀନ ରଣନୀତିର ଏକ ଅଂଶ ରହିଆସିଛି । ଗ୍ରାହକଙ୍କ ସୁବିଧା ପାଇଁ ଆମେ ଏହାକୁ ଟିକେ ଶୀଘ୍ର କାର୍ଯ୍ୟକାରୀ କରିଛୁ।" ଅଧିକ ପଢ଼ନ୍ତୁ...

swiggy expands essential services to over 125 cities
125 ସହରରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି କରୁଛି ସ୍ବିଗି
author img

By

Published : Apr 14, 2020, 1:33 AM IST

ନୂଆଦିଲ୍ଲୀ: 125 ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ ଡେଲିଭରି ଆରମ୍ଭ କରିଛି ସ୍ବିଗି । ଲକଡାଉନ ମଧ୍ୟରେ ଲୋକେ ଯେଭଳି ସୁବିଧା ଜିନିଷ ପାଇପାରିବେ ସେଥିପାଇଁ କମ୍ପାନୀ ତାର ସେବାକୁ ସମ୍ପ୍ରସାରିତ କରୁଛି ।

ଏହା ବ୍ୟତିତ କମ୍ପାନୀ ବହୁ ରାଷ୍ଟ୍ରୀୟ ବ୍ରାଣ୍ଡ ଓ ଖୁଚୁରା କମ୍ପାନୀଙ୍କ ସହ ହାତ ମିଳାଇଛି ବୋଲି ସୋମବାର ସୂଚନା ଦିଆଯାଇଛି । କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଜରୁରୀ ସାମଗ୍ରୀ ଯୋଗାଣ ପାଇଁ ହିନ୍ଦୁସ୍ତାନ ୟୁନିଲିଭର, ପ୍ରକ୍ଟର ଆଣ୍ଡ ଗେମ୍ବଲ, ଗୋଦରେଜ, ଡାବର, ମାରିକୋ, ବିଶାଲ ମେଗା ମାର୍ଟ, ସିପ୍ଲା ଭଳି ବ୍ରାଣ୍ଡ ସହ ସହଭାଗୀ ହୋଇଛି । ଏହିସହ ଏହା ଅନେକ ସହରରେ ବିଶେଷ ଷ୍ଟୋର ସହିତ ମଧ୍ୟ ଗଠବନ୍ଧନ କରିଛି । ଯାହା ଫଳରେ ଗ୍ରାହକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଇପାରିବ ।

ସ୍ବିଗିର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ବିବେକ ସୁନ୍ଦର କହିଛନ୍ତି ଯେ, ‘‘ଗ୍ରୋସରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଆମ ଦୀର୍ଘକାଳୀନ ରଣନୀତିର ଏକ ଅଂଶ ରହିଆସିଛି । ଗ୍ରାହକଙ୍କ ସୁବିଧା ପାଇଁ ଆମେ ଏହାକୁ ଟିକେ ଶୀଘ୍ର କାର୍ଯ୍ୟକାରୀ କରିଛୁ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.