ETV Bharat / business

ସେୟାର ବଜାରରେ ‘ହାଓଡି ମୋଦି’ ହାୱା, ଆରମ୍ଭରୁ ଉପରମୁହାଁ ସେନସେକ୍ସ - କର୍ପୋରେଟ ଟ୍ୟାକ୍ସ ହ୍ରାସ

ଟିକସ ଖସିଲା ପରେ ହାୱାଡ ମୋଦି ହାୱାରେ ହସୁଛି ବଜାର। ଲଗାତାର ବୃଦ୍ଧି ପାଉଛି ସେୟାର ସୂଚକାଙ୍କ ରେଖା।

ପ୍ରତିକାତ୍ମକ ଫଟୋ
author img

By

Published : Sep 23, 2019, 10:34 AM IST

ନୂଆଦିଲ୍ଲୀ: କାରବାର ଆରମ୍ଭରୁ ବମ୍ପର ବୃଦ୍ଧି । କର୍ପୋରେଟ ଟ୍ୟାକ୍ସ ହ୍ରାସ ପରେ ସେୟାର ବଜାରରେ ଲାଗି ରହିଥିବା ସେଲିବ୍ରେସ ଡବଲ ହୋଇଛି । ହୋଷ୍ଟନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପ୍ରଭାବରେ ନିବେଶକ ଖୁସି।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 741.89ପଏଣ୍ଟ ବଢି 38,765.51 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 236.50 ପଏଣ୍ଟର ଅଭିବୃଦ୍ଧି ସହ 11,510.70 କାରବାର କରୁଛି।

ଏପରିକି ଗୋଟିଏ ସମୟରେ ସେନସେକ୍ସ 1300 ପଏଣ୍ଟ ଅଭିବୃଦ୍ଧି ସହ 39,346.01ରେ କାରବାର କରୁଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.