ETV Bharat / business

ନାଲି ସଙ୍କେତରେ ଖୋଲିଲା ସେୟାର ବଜାର, ସେନସେକ୍ସ କାରବାର 296 ପଏଣ୍ଟ ହ୍ରାସ

author img

By

Published : May 29, 2020, 1:20 PM IST

ଆଜି ସକାଳୁ ବିଏସଇ ସେନସେକ୍ସ 295.72 ପଏଣ୍ଟ ହ୍ରାସ ପାଇ 31,904.87 କୁ ଖସି ଆସିଛି। ଅନ୍ୟ ପଟେ, ଏନଏସଇ ନିଫ୍ଟି 95.75 ପଏଣ୍ଟ ହ୍ରାସ ପାଇ 9,394.35 ରେ ପହଞ୍ଚିଛି।

ନାଲି ସଙ୍କେତରେ ଖୋଲିଲା ସେୟାର ବଜାର, ସେନସେକ୍ସ କାରବାର 296 ପଏଣ୍ଟ ହ୍ରାସ
ନାଲି ସଙ୍କେତରେ ଖୋଲିଲା ସେୟାର ବଜାର, ସେନସେକ୍ସ କାରବାର 296 ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଆଜି ନାଲି ସଙ୍କେତରେ କାରବାର ଆରମ୍ଭ କରିଛି। ଏସୀୟ ବ୍ୟାଙ୍କିକ୍ ଷ୍ଟକ୍ ଖସିବା ଫଳରେ ବଜାରରେ ଏପରି ମାନ୍ଦାବସ୍ଥା ଦେଖାଦେଇଛି।

ତେବେ ଆଜି ସକାଳୁ ବିଏସଇ ସେନସେକ୍ସ 295.72 ପଏଣ୍ଟ ହ୍ରାସ ପାଇ 31,904.87 କୁ ଖସି ଆସିଛି। ଅନ୍ୟ ପଟେ, ଏନଏସଇ ନିଫ୍ଟି 95.75 ପଏଣ୍ଟ ହ୍ରାସ ପାଇ 9,394.35 ରେ ପହଞ୍ଚିଛି।

ଏହି ବଜାରରେ ନିବେଶ କରି କ୍ଷତି ସହିଥିବା କମ୍ପାନୀ ମାନେ ହେଲେ ଇନଫୋସିସ୍, ବଜାଜ ଫାଇନାନ୍ସ, ଆକ୍ସିସ୍ ବ୍ୟାଙ୍କ, ଇଣ୍ଡିଗୋଇଣ୍ଡ ବ୍ୟାଙ୍କ, ଟାଟା ଷ୍ଟିଲ, ଏସବିଆଇ, ଏନଟିପିସି, ଟିସିଏସ୍, ମାରୁତି, ହେରୋମୋଟୋକର୍ପ, ଓଏନଜିସି ଏବଂ ଏଚଡିଏଫସି ବ୍ୟାଙ୍କ 2.59 ପ୍ରତିଶତ ହ୍ରାସ କରିଛନ୍ତି।

ସେହିପରି ପ୍ରମୁଖ ଲାଭ ପାଇଥିବା ବ୍ୟକ୍ତି ମାନେ ହେଲେ ସନ୍ ଫାର୍ମା, ବଜାଜ୍ ଅଟୋ, ଅଲଟ୍ରାଚେମ୍, ନେଷ୍ଟଲେ, ହଲ୍, ଟେକ୍ ମହିନ୍ଦ୍ରା 1.30 ପ୍ରତିଶତକୁ ବୃଦ୍ଧି ପାଇଛନ୍ତି।

ସୂଚନା ଥାଉକି, ଏସୀଆନ ଫିର୍ସ ଓ ଏମଏସସିଆଇ ସୂଚକାଙ୍କ 0.3 ପ୍ରତିଶତକୁ ହ୍ରାସ। ହଂକଂର ହ୍ୟାଙ୍ଗ ସେଙ୍ଗ ସୂଚକାଙ୍କ ପ୍ରାରମ୍ଭିକ ବାଣିଜ୍ୟରେ 0.4% କମ୍ ଥିଲା ଏବଂ ଦୁଇ ସପ୍ତାହ ମଧ୍ୟରେ 3% ହ୍ରାସ ପାଇଛି।

ଗୁରୁବାର ପୂର୍ବ ଅଧିବେଶନରେ ବିଏସଇ ସେନସେକ୍ସ 595.37 ପଏଣ୍ଟ ବୃଦ୍ଧି ପାଇ 32,200.59 ଥିବାବେଳେ ଏନଏସଇ ନିଫ୍ଟି 175.15 ପଏଣ୍ଟ 9,490.10 କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.