ETV Bharat / business

ଝଟକା, ଖୁଚୁରା ମୁଦ୍ରାସ୍ପୀତି 7.59% ଛୁଇଁଲା - Retail inflation jumps to 7.59% in January

ଆକାଶଛୁଆଁ ଦରଦାମ । ଏଥିଯୋଗୁଁ ଉପରମୁହାଁ ଖୁଚୁରା ମୁଦ୍ରାସ୍ପୀତି । 2020 ଜାନୁଆରୀରେ ଖୁଚୁରା ମୁଦ୍ରାସ୍ପୀତି 7.59 ପ୍ରତିଶତ ସ୍ତରରେ ପହଞ୍ଚିଛି । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ସ୍ତରର ଠାରୁ ମଧ୍ୟ ବହୁତ ଅଧିକ ରହିଛି ।

Retail inflation jumps to 7.59% in January
ଝଟକା, ଖୁଚୁରା ମୁଦ୍ରାସ୍ପୀତି 7.59 % ଛୁଇଁଲା
author img

By

Published : Feb 12, 2020, 6:16 PM IST

ନୂଆଦିଲ୍ଲୀ: ଆକାଶଛୁଆଁ ଦରଦାମ । ଏଥିଯୋଗୁଁ ଉପରମୁହାଁ ଖୁଚୁରା ମୁଦ୍ରାସ୍ପୀତି । 2020 ଜାନୁଆରୀରେ ଖୁଚୁରା ମୁଦ୍ରାସ୍ପୀତି 7.59 ପ୍ରତିଶତ ସ୍ତରରେ ପହଞ୍ଚିଛି । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନସ୍ତରର ଠାରୁ ମଧ୍ୟ ବହୁତ ଅଧିକ ରହିଛି।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟଳୟ(ଏନଏସଓ) ଜାରି କରିଥିବା ସରକାରୀ ତଥ୍ୟ ଅନୁଯାୟୀ, ଉପଭୋକ୍ତା ମୁ୍ଲ୍ୟ ସୂଚକାଙ୍କ ଆଧାରିତ ଖୁଚୁରା ମୁଦ୍ରାସ୍ପୀତି 2019 ଜାନୁଆରୀ 1.97 ପ୍ରତିଶତ ଓ ଡିସେମ୍ବରରେ 7.35 ପ୍ରତିଶତ ଥିଲା । ଯାହା 5 ବର୍ଷର ସର୍ବୋଚ୍ଚ ହାର ରହିଥିଲା ।

ଫେବୃଆରୀରେ ଅନୁଷ୍ଠିତ ବୈଠକରେ ଆରବିଆଇ ମୁଦ୍ରାସ୍ପୀତିକୁ ନେଇ ଚିନ୍ତା ପ୍ରକଟ କରି ରେପୋରେଟ ଦରକୁ ଅପରିବର୍ତ୍ତିତ ରଖିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.