ETV Bharat / business

20 ଲକ୍ଷ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ - specia economic package

କୋରୋନା ସଙ୍କଟ ମଧ୍ୟରେ ଅର୍ଥନୀତିକୁ ମଜବୁତ ଓ ଶିଳ୍ପକୁ ବୁଷ୍ଟର ଦେବାକୁ ଦ୍ବିତୀୟ ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 20 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା । ଆସିବ ଲକଡାଉନ 4.0 । ଅଧିକ ପଢନ୍ତୁ...

narendramodi announces special economic package
20 ଲକ୍ଷ କୋଟିର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ
author img

By

Published : May 12, 2020, 8:44 PM IST

Updated : May 12, 2020, 9:11 PM IST

ନୂଆଦିଲ୍ଲୀ: ଅର୍ଥନୀତିକୁ ବୁଷ୍ଟର ଦେବାରୁ 20 ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ୟାକେଜ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ପ୍ରାୟ 10 ପ୍ରତିଶତ ।

ଏହି 20 ଲକ୍ଷ କୋଟିର ପ୍ୟାକେଜ ଭାରତକୁ ମଜବୁତ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି କୋରୋନା ସଙ୍କଟର ସାମ୍ନା କରିବା ସହ ନୂଆ ସଙ୍କଳ୍ପ ସହ ମୁଁ ଆଜି ଏହି ବିଶେଷ ପ୍ୟାକେଜର ଘୋଷଣା କରୁଛି । ‘ଏହି ଆର୍ଥିକ ପ୍ୟାକେଜ, ’ଆତ୍ମନିର୍ଭରଶୀଳ ଭାରତ ଅଭିଯାନ’ର ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ କାମ କରିବ ।’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଆର୍ଥିକ ପ୍ୟାକେଜ ଦେଶର ସେହି ଶ୍ରମିକ, କୃଷକଙ୍କ ପାଇଁ ଯିଏ ପ୍ରତ୍ୟେକ ସ୍ଥିତିରେ, ଯେକୌଣସି ଋତୁରେ ଦେଶବାସୀଙ୍କ ପାଇଁ ଦିନରାତି କାମ କରୁଛନ୍ତି । ଏହି ଆର୍ଥିକ ପ୍ୟାକେଜ ଆମ ଦେଶର ମଧ୍ୟମ ବର୍ଗ ପାଇଁ , ଯିଏ ସଚ୍ଚୋଟର ସହ ଟିକସ ଭରୁଛନ୍ତି ଆଉ ଦେଶ ବିକାଶରେ ନିଜ ଯୋଗଦାନ ଦେଉଛନ୍ତି । ଏନେଇ କାଲିଠାରୁ ଆସନ୍ତା କିଛି ଦିନ ଯାଏଁ ବିସ୍ତାର ଭାବେ ଅର୍ଥମନ୍ତ୍ରୀ ସୂଚନା ଦେବେ ।

Last Updated : May 12, 2020, 9:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.