ETV Bharat / business

ବର୍ଷ ଶେଷ ଯାଏଁ କନ୍ଦେଇବ ପିଆଜ, ଦେଖନ୍ତୁ କଣ କହୁଛନ୍ତି ଗ୍ରାହକ ଓ ଦୋକାନୀ - ରାଜଧାନୀରେ ପିଆଜ ହାହାକାର

ଗତ କେଇ ଦିନରେ ପିଆଜ ଦର ଯେପରି ବୃଦ୍ଧି ପାଉଛି ଖାଉଟି ପୂରା ନାକେଦମ । କିଲେ ପିଆଜ ଦାମ 80ରୁ 100 ଟଙ୍କା ହେଲାଣି । ଏ ନେଇ କଣ କହୁଛନ୍ତି, ଦୋକାନୀ ଓ ବ୍ୟବସାୟୀ ଦେଖନ୍ତୁ...

onion rate hike
ବର୍ଷ ଶେଷ ଯାଏଁ ମହଙ୍ଗା ପିଆଜ
author img

By

Published : Nov 30, 2019, 5:36 PM IST

ଭୁବନେଶ୍ବର: ଅଣାୟତ ପରିସ୍ଥିତି । ଗତ କେଇ ଦିନରେ ପିଆଜ ଦର ଯେପରି ବୃଦ୍ଧି ପାଉଛି ଖାଉଟି ପୂରା ନାକେଦମ । କିଲେ ପିଆଜ ଦାମ 80ରୁ 100 ଟଙ୍କା ହେଲାଣି । ସମଗ୍ର ଦେଶ ଭଳି ରାଜ୍ୟ ରାଜଧାନୀରେ ପିଆଜ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାହାକ । କେବଳ ଖାଉଟି ନୁହଁନ୍ତି ବ୍ୟବସାୟୀ ବି ହାତ ବାନ୍ଧି ଦେଲେଣି ।

ବର୍ଷ ଶେଷ ଯାଏଁ ମହଙ୍ଗା ପିଆଜ

ଏପଟେ ଗୋଦାମରେ ବି ପିଆଜ କିଲୋ ୬୦ ରୁ ୬୫ ଟଙ୍କା ରହିଛି । ଏଥିସହ ପରିବହନ ଓ ଅନ୍ୟନ ଖର୍ଚ୍ଚକୁ ମିଶାଇଲେ ଦୋକାନୀ ଚଢା ଦରରେ ବିକ୍ରି କରୁଛନ୍ତି ।

ଦୈନନ୍ଦିନ ଜୀବନରେ ପିଆଜ ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଥିବା ବେଳେ ଏହାର ଦାମ ବୃଦ୍ଧି ଖାଉଟି ଓ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ପିଆଜ ଦର ବଢିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି ।

ଏହାକୁ ନେଇ ବ୍ୟବସାୟିକ ମହାସଂଘର ସଭାପତି କହିଛନ୍ତି, ପିଆଜ ଆମଦାନୀ କମିବାରେ ଲାଗିଛି । ଡିସେମ୍ବର ୧୦ ଭିତରେ ପିଆଜ ଦର ୪୦ ଟଙ୍କାଙ୍କୁ ଖସି ଆସିବ। ବର୍ତ୍ତମାନ ସମୟରେ ପିଆଜ ଦର ଗୋଦାମରେ ୬୦ ରୁ ୬୫ ଟଙ୍କା ରହିଥିବା ବେଳେ ବଜାରରେ ଏହାକୁ ଅଧିକ ଟଙ୍କାରେ ବିକ୍ରି କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଖାଉଟି ଆଖିରେ ଲୁହ, ପିଆଜ କିଲୋ ୯୦, ଡିସେମ୍ବର ପର୍ଯ୍ୟନ୍ତ ରହିବ ବର୍ଦ୍ଧିତ ଦର।

ଦେଶରେ ପିଆଜ ଆକାଶ ଛୁଆଁ। ଏବେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କରନା ସାଜିଛି। ବିଭିନ୍ନ ସହରରେ ପିଆଜ କିଲୋ ୧୦୦ ହେଲାଣି। ଏମିତି ଡିସେମ୍ବର ମାସ ପର୍ଯ୍ୟନ୍ତ କନ୍ଦାଇବା ପିଆଜ। ଚିନ୍ତାରେ ରହିଲେଣି ଖାଉଟି।

Body:

ହୁ ହୁ ହୋଇ ବଢ଼ିବାରେ ଲାଗିଛି ପିଆଜ ଦର। ୩ ଦିନ ଧରି ବଜାରରେ ପିଆଜ ଦର ୮୦ ରୁ ୧୦୦ ଟଙ୍କା ଭିତରେ ରହୁଛି କିନ୍ତୁ କମିବାରେ ନାହିଁ। ଭୁବନେଶ୍ୱର ବଜାରରେ ପିଆଜ କିଲୋ ପିଛା ୮୦ ଟଙ୍କା ୮୫ ଟଙ୍କା ଏବଂ ୯୦ ଟଙ୍କା ରଖାଯାଇଛି। ଯାହା ଖଉଟି ମାନଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଛି। ପିଆଜ ଦର ବୃଦ୍ଧି କୁ ନେଇ କେବଳ ଖଉଟିଙ୍କୁ ପ୍ରଭାବିତ କରିନି ଏଥିରେ ବରଂ ବ୍ୟବସାୟୀକ ପ୍ରତିବନ୍ଧକ ସାଜୁଛି। ଏନେଇ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ଦେଖାଯାଇଛି।

ତେବେ ଭୁବନେଶ୍ୱର ବହାଜରରେ ଥିବା ଗୋଦାମରେ ପିଆଜ କିଲୋ ୬୦ ରୁ୬୫ ଟଙ୍କା ରହିଥିବା ବେଳେ ବାହାରେ ଏହା ୮୦ ରୁ ୯୦ ଟଙ୍କା ରହୁଛି। ଦୈନଦିନ ଜୀବନରେ ପିଆଜ ଏକ ଆବଶ୍ୟକୀୟ ସାମଗ୍ରୀ ହୋଇଥିବା ବେଳେ ଏହାର ଡର ବୃଦ୍ଧି କୁ ନେଇ ଖଉଟି ଓ ବ୍ୟବସାୟୀ ମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ତଳ ଶ୍ରେଣୀର ସାଧାରଣ ଲୋକ ଙ୍କ ଠାରୁ ଆରମ୍ଭ କରି ସମସ୍ତ ଙ୍କ ମନରେ ଚଢକ ପଡିଛି। ପିଆଜ ଦର ବୃଦ୍ଧିକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜିର ଧରିଛି। ଏମିତିକି ବ୍ୟବସାୟୀ ମାନେ ଗୋଦାମରୁ ପିଆଜ କିଣି ଆଣିବାକୁ ଦେଉଛନ୍ତି। ଯାହା 1 କିଲୋ ଜାଗାରେ ସାଧାରଣ ଲୋକ ଅଢେଇସ ନେଉଛନ୍ତି। ଯାହା ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ରେ ଏକ କ୍ଷତି ସହିବାକୁ ପଡୁଛି। ଏପରି ଦେସେମ୍ବର ମାସ ପର୍ଯ୍ୟନ୍ତ ପିଆଜର ଦର ବଢିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି।

ଏହାକୁ ନେଇ ବ୍ୟବସାୟିକ ମହାସଂଘର ସଭାପାତି କହିଛନ୍ତି ଯେ ବର୍ଷ ପାଇଁ ପିଆଜ ର ଆମଦାନୀ କମିବାରେ ଲାଗିଛି। ଡିସେମ୍ବର ୧୦ ଭିତରେ ପିଆଜ ର ଦର ୪୦ ଟଙ୍କା ଲୁ ଖସି ଆସିବ। ବର୍ତ୍ତମାନ ସମୟରେ ପିଆଜ ର ଦର ଗୋଦାମରେ ୬୦ ରୁ ୬୫ ଟଙ୍କା ରହିଥିବା ବେଳେ ବଜାରରେ ଏହାକୁ ଅଧିକ ଟଙ୍କା ରେ ବିକ୍ରି କରାଯାଉଛି।

Byte- ପରଵାନନ୍ଦ ସାମଲ, ସରକାରୀ ଚାକିରିରୁ ଅବସରପ୍ରାପ୍ତ।
Byte-ଅଜୟ କୁମାର ପଟ୍ଟନାୟକ, ଘରୋଇ କମ୍ପାନୀ ରେ କାର୍ଯ୍ୟରତ।
Byte- ଆନନ୍ଦ ଚନ୍ଦ୍ର ସାହୁ, ଖୁଚୁରା ଦୋକାନ।
Byte-ଶିବ ପ୍ରସାଦ ଦାସ, ଅଟୋ ଚାଳକ।
Byte- ସୁଜିତ କେଦାର, ବ୍ୟବସାୟୀ।
Byte- ଜାପାନୀ ସେଠି, ବ୍ୟବସାୟୀ।
Byte-ସନ୍ତୋଷ, ବ୍ୟବସାୟୀ।
Byte- ସୁଧାକର ପଣ୍ଡାଯ଼ ବ୍ୟବସାୟିକ ମହାସଂଘ ର ସଭାପତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.