ETV Bharat / business

ଜୁନ ପହିଲାରୁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନକାର୍ଡ’ ଲାଗୁ

author img

By

Published : Dec 4, 2019, 4:43 PM IST

2020 ମସିହା ଜୁନ ପହିଲାରୁ ଲାଗୁ ହେବ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନକାର୍ଡ’ ସ୍କିମ । ଏହା ଜରିଆରେ ଦେଶର ଯେକୌଣସି ରାସନ ଦୋକାନରୁ ହିତାଧିକାରୀଙ୍କୁ ସରକାରୀ ସହାୟକ ଦରରେ ଖାଦ୍ୟଶସ୍ୟ ମିଳିବ ।

one nation one ration card facility to start from 1 june nationwide
ଜୁନ ପହିଲାରୁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନକାର୍ଡ’ ଲାଗୁ

ନୂଆଦିଲ୍ଲୀ: 2020 ମସିହା ଜୁନ ପହିଲାରୁ ଲାଗୁ ହେବ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ରାସନକାର୍ଡ’ ସ୍କିମ । ଏହା ଜରିଆରେ ଦେଶର ଯେକୌଣସି ରାସନ ଦୋକାନରୁ ହିତାଧିକାରୀଙ୍କୁ ସରକାରୀ ସହାୟକ ଦରରେ ଖାଦ୍ୟଶସ୍ୟ ମିଳିବ । କେନ୍ଦ୍ର ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନ ଏ ନେଇ ସୂଚନା ଦେଇଛନ୍ତି ।

ଗୋଟିଏ ରାଜ୍ୟକୁ ଅନ୍ୟରାଜ୍ୟକୁ ଯାଉଥିବା ଶ୍ରମିକ ଓ ଦିନମଜୁରିଆ ଏହି ସ୍କିମ ଦ୍ବାରା ଲାଭବାନ ହେବେ । ରାସନସାମଗ୍ରୀ ପାଇଁ ଆଉ ଏମାନେ ନିଜ ରେସିଡେଣ୍ଟକୁ ଫେରିବାକୁ ପଡିବ ନାହିଁ ।

ତେବେ ଇଲେକ୍ଟ୍ରୋନିକ ପଏଣ୍ଟ ଅଫ ସେଲ (ଇ-ପସ)ରେ ସେମାନଙ୍କୁ ନିଜର ଆଧାର ତଥ୍ୟକୁ ପ୍ରମାଣିତ କରିବାକୁ ପଡିବ । ଏଥିପାଇଁ କେବଳ ଇ-ପସ ବ୍ୟବସ୍ଥା ଥିବା ରାସନ ଦୋକାନରେ ହିଁ ଏହା ମିଳିପାରିବ । 14 ରାଜ୍ୟରେ ଏହି ସୁବିଧା ମିଳିଥିବା ବେଳେ ଶୀଘ୍ର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହା ଆରମ୍ଭ ହେବ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.