ETV Bharat / business

ଓଡିଶା ବଜେଟ: ଶିଳ୍ପ କ୍ଷେତ୍ରକୁ 5 ଶହ 75 କୋଟି - ଶିଳ୍ପ କ୍ଷେତ୍ରକୁ 5 ଶହ 75 କୋଟି

ଓଡିଶା ବଜେଟରେ ଶିଳ୍ପ କ୍ଷେତ୍ରରେ 5 ଶହ 75 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ବଜେଟ ତୁଳନାରେ ଶିଳ୍ପ କ୍ଷେତ୍ରକୁ ଦୁଇ ଗୁଣ ଅନୁଦାନ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

odisha-budget-2020-5-hundred-75-crore-for-industry-sector
ଓଡିଶା ବଜେଟ: ଶିଳ୍ପ କ୍ଷେତ୍ରକୁ 5 ଶହ 75 କୋଟି
author img

By

Published : Feb 18, 2020, 8:20 PM IST

ଭୁବନେଶ୍ବର: ଓଡିଶା ବଜେଟରେ ଶିଳ୍ପ କ୍ଷେତ୍ରରେ 5 ଶହ 75 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗତ ବଜେଟ ତୁଳନାରେ ଶିଳ୍ପ କ୍ଷେତ୍ରକୁ ଦୁଇ ଗୁଣ ଅନୁଦାନ ପ୍ରଦାନ କରାଯାଇଛି ।

ଓଡିଶାରେ ବିଶ୍ବସ୍ତରୀୟ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ 2ଶହ 84 କୋଟି ଟଙ୍କା ଉପଯୋଗ କରାଯିବ । ସେହିପରି ମେକ ଇନ ଓଡିଶା ଆୟୋଜନ ପାଇଁ ଇପିକଲକୁ 70 କୋଟି ଟଙ୍କା ଯୋଗାଇ ଦିଆଯିବ ।

ସେହିପରି ଏମଏସଏମଇ କ୍ଷେତ୍ର ଲାଗି ସରକାର 2ଶହ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି । ବୁଣାକାର ଓ ଶିଳ୍ପୀ ମାନଙ୍କ ଦକ୍ଷତା ବୃଦ୍ଧି ଓ ସାମାଜିକ ସୁରକ୍ଷା ପାଇଁ 2 ଶହ କୋଟି ବ୍ୟୟକରାଯିବ । ଖଣି କ୍ଷେତ୍ର ପାଇଁ 1ଶହ 82 କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଥିବା ବେଳେ ଖଣିଜ ପଦାର୍ଥ ଅନୁସନ୍ଧାନ ପାଇଁ 73 କୋଟି ଟଙ୍କା ବ୍ୟୟବରାଦ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.