ETV Bharat / business

ଆତ୍ମନିର୍ଭର ଭାରତ: 1.20 ଲକ୍ଷ କୋଟିର ଫସଲ ଋଣ ଦେବ ନାବାର୍ଡ - crop loan this fiscal

କୋରୋନା ଯୋଗୁଁ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଘୋଷଣା ହୋଇଥିବା ଆତ୍ମନିର୍ଭର ପ୍ୟାକେଜ ଅଧିନରେ 1 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ଅର୍ଥ କୃଷି କ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ କରିବ ।

ଚଳିତ ଆର୍ଥିକ ବର୍ଷ 1.20 ଲକ୍ଷ କୋଟି ଫସଲ ଋଣ ଦେବ ନାବାର୍ଡ

author img

By

Published : Sep 11, 2020, 1:18 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ମଧ୍ୟରେ କୃଷି କ୍ଷେତ୍ରକୁ ସହାୟତା ପାଇଁ ଚଳିତ ଆର୍ଥିକ ବର୍ଷ 1.20 ଲକ୍ଷ କୋଟି ଟଙ୍କା ଫସଲ ଋଣ ପ୍ରଦାନ କରିବ ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)। ଏହା କୃଷି ଉତ୍ପାଦନ ସହ ଜଡିତ ବ୍ୟୟକୁ ପୂରା କରିବା ପାଇଁ ସହଯୋଗ କରିବ ।

1.20 ଲକ୍ଷ କୋଟି ଟଙ୍କା ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ 40,000 କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ନାବାର୍ଡ ଅଧ୍ୟକ୍ଷ ଜି.ଆର ଚିନ୍ତଳା ପ୍ରକାଶ କରିଛନ୍ତି ।ଦେଶର ଶୀର୍ଷ କୃଷି ବିତ୍ତପୋଷଣ ସଂସ୍ଥାନ ରିହାତି ସୁଧ ହାରରେ ପ୍ରତିବର୍ଷ 90,000 କୋଟି ଟଙ୍କା ଫସଲ ଋଣ ବଣ୍ଟନ କରିଥାଏ ।

କୋରୋନା ଯୋଗୁଁ କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଘୋଷଣା ହୋଇଥିବା ଆତ୍ମନିର୍ଭର ପ୍ୟାକେଜ ଅଧିନରେ 1 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହି ଅର୍ଥ କୃଷି କ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ କରିବ । ଏନେଇ ଭାରତୀୟ ଶିଳ୍ପ ମହାସଂଘ( ସିଆଇଆଇ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନାବାର୍ଡ ଅଧ୍ୟକ୍ଷ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.