ETV Bharat / business

ରବିବାରରୁ କ୍ଷୀର ମହଙ୍ଗା - ରବିବାରରୁ କ୍ଷୀର ଦାମ ବଢିଲା

ବଢିଲା କ୍ଷୀର ଦାମ। ଦେଶର ଅଗ୍ରଣୀ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ମଦର ଡାଏରୀ ଓ ଅମୂଲ ଲିଟର ପିଛା କ୍ଷୀର କ୍ରମଶଃ 3 ଓ 2 ଟଙ୍କା ବୃଦ୍ଧି କରିଛନ୍ତି । ରବିବାରରୁ ଏହି ନୂଆ ଦର ଲାଗୁ ହେବ।

Mother Dairy hikes milk prices by up to Rs 3/litre; Amul by Rs 2
ରବିବାରରୁ କ୍ଷୀର ମହଙ୍ଗା
author img

By

Published : Dec 14, 2019, 7:51 PM IST

ନୂଆଦିଲ୍ଲୀ: ବଢିଲା କ୍ଷୀର ଦାମ । ଦେଶର ଅଗ୍ରଣୀ ଦୁଗ୍ଧ ଯୋଗାଣକାରୀ କମ୍ପାନୀ ମଦର ଡାଏରୀ ଓ ଅମୂଲ ଲିଟର ପିଛା କ୍ଷୀର କ୍ରମଶଃ 3 ଓ 2 ଟଙ୍କା ବୃଦ୍ଧି କରିଛନ୍ତି । ରବିବାରରୁ ଏହି ନୂଆ ଦର ଲାଗୁ ହେବ ।

ଶନିବାର ମଦର ଡାଏରୀ ଦିଲ୍ଲୀ ଏନସିଆରରେ କ୍ଷୀର ଦର ବୃଦ୍ଧି କରି କହିଛି ଯେ, କମ ଯୋଗାଣ ଓ କ୍ରୟ ଯୋଗୁଁ ଦାମ ବଢାଇବାକୁ ପଡିଛି । ଫଳରେ ଲିଟର ପିଛା କ୍ଷୀର ଦାମ ଏବେ 42 ଟଙ୍କା ବଦଳରେ 45ରେ ପହଞ୍ଚିଛି ଏବଂ ଡବଲ ଟୋଣ୍ଡ ଦୁଗ୍ଧ 36ରୁ ବଢି 39 ଟଙ୍କା ଅଛି । ସେହିଭଳି ଗାଇ ଦୁଗ୍ଧ 3 ଟଙ୍କା ବଢି ଲିଟର ପିଛା 47 ହୋଇଛି ।

ସେହିଭଳି ଶନିବାର ଅମୂଲ ମଧ୍ୟ ଗୁଜୁରାତ, ଦିଲ୍ଲୀ ଏନସିଆର, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରେ କ୍ଷୀର ଦାମ 2 ଟଙ୍କା ଲେଖାଏଁ ବଢାଇଛି ।

ଅହମ୍ମଦବାଦରେ ଅମୂଲ ଗୋଲ୍ଡ ଦାମ ଅଧ ଲିଟର ପିଛା 25 ଓ ଅମୂଲ ତାଜା 22 ଟଙ୍କା ମିଳିବ ।

Intro:Body:

New Delhi: Former Finance Minister and senior Congress leader P Chidambaram on Saturday attacked the central government and said that it has wrecked India's economy over the last six months.

"Today, India's economy is completely broken. Today we have the highest rate of unemployment in about 20 years" Chidambaram said at the Bharat Bachao rally.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.