ETV Bharat / business

ଉତ୍ସାହିତ ବଜାରରେ କୋରୋନା ମାଡ, ନିବେଶକ ଆତଙ୍କିତ

author img

By

Published : Apr 8, 2020, 5:35 PM IST

ମଙ୍ଗଳବାର ସକାଳେ ବିଏସଇର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 31 ହଜାର ଟପିଥିବା ବେଳେ ନିଫ୍ଟି 9 ହଜାର ଛୁଇଁଥିଲ । ହେଲେ ପୁଣି ରେଲ ଆଲର୍ଟରେ କାରବାର ବନ୍ଦ କରିଛି । ଅଧିକ ପଢନ୍ତୁ...

Sensex below 30,000-mark
ଉତ୍ସାହିତ ବଜାରରେ କୋରୋନା ମାଡ, ନିବେଶକ ଆତଙ୍କିତ

ନୂଆଦିଲ୍ଲୀ: ଉତ୍ସାହର ସହ କାରବାର ପରେ ଖସିଲା ପୁଞ୍ଜି ବଜାରରେ । କ୍ରମାଗତ ହ୍ରାସ ପାଉଥିଲା ସେୟାର ସୂଚକାଙ୍କ ଉପରମୁହାଁ ପରେ ପୁଣି ଧରାଶାୟୀ । 10 ବର୍ଷ ରେକର୍ଡ ଭାଙ୍ଗି ସର୍ବାଧିକ ଦିନିକିଆ ବୃଦ୍ଧି ସହ ନୂଆ ଇତିହାସ ରଚିଥିବା ସେନସେକ୍ସ ହ୍ରାସ ସହ ବନ୍ଦ ।

ମଙ୍ଗଳବାର ସକାଳେ ବିଏସଇର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 31 ହଜାର ଟପିଥିବା ବେଳେ ନିଫ୍ଟି 9 ହଜାର ଛୁଇଁଥିଲ । ହେଲେ ପୁଣି ରେଡ ଆଲର୍ଟରେ କାରବାର ବନ୍ଦ କରିଛି । କାରବାର ଶେଷ ସୁଦ୍ଧା ସେନସେକ୍ସ 173.25 ପଏଣ୍ଟ ଖସି 29893.96 ଓ ନିଫ୍ଟି 43.45 ପଏଣ୍ଟ କମି 8748.75ରେ କାରବାର ଶେଷ କରିଛି ।

ସେନସେକ୍ସ ସେୟାର ମଧ୍ୟରେ ଟିସିଏ, ଟାଇଟନ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ, ଭାରତୀ ଏୟାରେଲ ଏବଂ ଆଇଟିସି ସେୟାର ସର୍ବାଧିକ ହ୍ରାସ ହୋଇଛି । କିନ୍ତୁ ସନଫାର୍ମା, ଏନଟିପିସି, IndusInd ବ୍ୟାଙ୍କ, ବଜାଜ ଫାଇନନ୍ସ ଏବଂ ମାରୁତି ଏବଂ ହିରୋ ମୋଟରକ୍ୟାପ ସେୟାର ନିବେଶକ ମାଲାମାଲ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.