ETV Bharat / business

5 ବର୍ଷରେ ଡବଲ ଜମ୍ମୁ କାଶ୍ମୀର ଖର୍ଚ୍ଚ: CAG ରିପୋର୍ଟ - ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ

ସିଏଜି ରିପୋର୍ଟରେ ଏକ ବଡ ଖୁଲାସା ହୋଇଛି । 5 ବର୍ଷରେ ଜମ୍ମୁ କାଶ୍ମୀରର ରାଜସ୍ବ ଖର୍ଚ୍ଚ, ପୁଞ୍ଜି ଖର୍ଚ୍ଚ , ଋଣ ଏବଂ ଜମା ବାବଦ ବ୍ୟୟ 34550 କୋଟି ଟଙ୍କାରୁ ବଢି 64572 କୋଟି ଟଙ୍କା ହୋଇଛି । ଅଧିକ ପଢନ୍ତୁ...

5 ବର୍ଷରେ ଡବଲ ଜାମ୍ମୁକାଶ୍ମୀର ଖର୍ଚ୍ଚ :  CAG ରିପୋର୍ଟ

author img

By

Published : Mar 29, 2021, 10:31 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ମୋଟ ଖର୍ଚ୍ଚ 2014ରୁ 2019 ମଧ୍ୟରେ 2 ଗୁଣା ବଢିଛି । ଏହି 5 ବର୍ଷରେ ଜାମ୍ମୁ କାଶ୍ମୀରର ରାଜସ୍ବ ଖର୍ଚ୍ଚ , ପୁଞ୍ଜି ଖର୍ଚ୍ଚ , ଋଣ ଏବଂ ଜମା ବାବଦ ବ୍ୟୟ 34550 କୋଟି ଟଙ୍କାରୁ ବଢି 64572 କୋଟି ଟଙ୍କା ହୋଇଛି । ମହାଲେଖା ନିୟନ୍ତ୍ରକ ଓ ମହାସୀମକ୍ଷକ (ସିଏଜି) ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

ସଂସଦରେ ନିକଟରେ ଆଗତ ସାମାଜିକ ଓ ସାଧାରଣ, ଆର୍ଥିକ ଏବଂ ରାଜସ୍ବର 2019 ମାର୍ଚ୍ଚ 31 ସିଏଜି ରିପୋର୍ଟରେ କୁହାଯାଇଛି କି 2018-19 ମଧ୍ୟରେ ବଜେଟ ଅନୁମାନ 111850 କୋଟି ଟଙ୍କା ଥିଲା । ଯେଉଁଥିରେ ଖର୍ଚ୍ଚ 95386 କୋଟି ଟଙ୍କା ରହିଥିଲା ।

2014 ବଜେଟ ଅନୁମାନ 53897 କୋଟି ଓ ବାସ୍ତବ ଖର୍ଚ୍ଚ 62296 କୋଟି ଥିଲା । 2015-16 ର ବଜେଟ ଅନୁମାନ 62726 କୋଟି ଓ ଖର୍ଚ୍ଚ 79281 କୋଟି , 2016-17 ରେ ବଜେଟ ଅନୁମାନ 80465 କୋଟି ଓ ଖର୍ଚ୍ଚ 85084 କୋଟି ଥିଲା । ସେହିଭଳି 2017-18 ର ବଜେଟ ଅନୁମାନ 89939 କୋଟି ଓ ଖର୍ଚ୍ଚ 89624 କୋଟି ଥିଲା । 2014-15 ରୁ ନେଇ ବର୍ଷ 2018-19 ମଧ୍ୟରେ ରାଜସ୍ବ ଖର୍ଚ୍ଚ 91 ପ୍ରତିଶତ ବୃଦ୍ଧି ହୋଇ 29329କୋଟିରୁ 56090 କୋଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.