ETV Bharat / business

ଡିସେମ୍ବରରେ 1 ପ୍ରତିଶତ ବଢିଲା ଶିଳ୍ପ ଉତ୍ପାଦନ

author img

By

Published : Feb 12, 2021, 9:12 PM IST

ଶିଳ୍ପ ପାଇଁ ଶୁଭ ଖବର । 2020 ଡିସେମ୍ବର ମାସେର ଉପରମୁହାଁ ରହିଛି ଉଦ୍ୟୋଗିତ ଉତ୍ପାଦନ । ଅଧିକ ପଢନ୍ତୁ...

ଡିସେମ୍ବରରେ 1 ପ୍ରତିଶତ ବଢିଲା ଶିଳ୍ପ ଉତ୍ପାଦନ
ଡିସେମ୍ବରରେ 1 ପ୍ରତିଶତ ବଢିଲା ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ: 2020 ଡିସେମ୍ବର ମାସରେ ଶିଳ୍ପ ଉତ୍ପାଦନ (Industrial production ) 1 ପ୍ରତିଶତ ହ୍ରାସ ହୋଇଛି । ଶୁକ୍ରବାର ଜାରି ରିପୋର୍ଟରେ ଏ ନେଇ ପ୍ରକାଶ ହୋଇଛି । 2019 ଡିସେମ୍ବରରେ ଔଦ୍ୟୋଗିକ ଉତ୍ପାଦନରେ 0.4 ବୃଦ୍ଧି ହୋଇଥିଲା ।

ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ (ଆଇଆଇପି ) ତଥ୍ୟ ଅନୁସାରେ ସମୀକ୍ଷା ମାସରେ ବିନିର୍ମାଣ ସେକ୍ଟର ଉତ୍ପାଦନ 1.6 ପ୍ରତିଶତ ବୃଦ୍ଧି ହୋଇଥିଲା ବେଳେ ଖନନ କ୍ଷେତ୍ରର 4.8 ପ୍ରତିଶତ ହ୍ରାସ ହୋଇଛି । ସେହିଭଳି ବିଦ୍ୟୁତ କ୍ଷେତ୍ରର ଉତ୍ପାଦନ 5.1 ପ୍ରତିଶତ ବଢିଛି ।

କୋଭିଡ-19 ମହାମାରୀ ଯୋଗୁଁ ଶିଳ୍ପ ଉତ୍ପାଦନ ମାର୍ଚ୍ଚ ମାସରୁ ହ୍ରାସ ହେଉଥିଲା । ମାର୍ଚ୍ଚ ମାସରେ ଆଇଆଇପିରେ 18.7 ପ୍ରତିଶତ ହ୍ରାସ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.