ETV Bharat / business

ନ୍ୟୁ ଇଣ୍ଡିଆ ନିର୍ମାଣରେ ନିବେଶ ହେବ 1.3 ଟ୍ରିଲିୟନ ଡଲାର - ନ୍ୟୁ ଇଣ୍ଡିଆ

ଅତ୍ୟାଧୁନିକ ହେବ ଭାରତ ଭିତ୍ତିଭୂମି । ଏଥିପାଇଁ 1.3 ଟ୍ରିଲିୟନ ଡଲାର ନିବେଶ ହେବ । ବୁଧବାର ଆମେରିକାର ବ୍ଲୁମବର୍ଗ ଗ୍ଲୋବାଲ ବିଜନେସ ଫୋରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କହିଛନ୍ତି ।

ଫାଇଲ ଫଟୋ
author img

By

Published : Sep 25, 2019, 11:16 PM IST

ନୂଆଦିଲ୍ଲୀ: ଅତ୍ୟାଧୁନିକ ହେବ ଭାରତ ଭିତ୍ତିଭୂମି । ଏଥିପାଇଁ 1.3 ଟ୍ରିଲିୟନ ଡଲାର ନିବେଶ ହେବ । ବୁଧବାର ନ୍ୟୁୟର୍କ ବ୍ଲୁମବର୍ଗ ଗ୍ଲୋବାଲ ବିଜେନେସ ଫୋରମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଘୋଷଣା କରିଛନ୍ତି ।

ମୋଦି ସ୍ପଷ୍ଟ କରି କହିଛନ୍ତି ଯେ, ‘ ଆଗାମୀ କେଇ ବର୍ଷ ଭିତରେ ଭାରତ ତାର ଆଧୁନିକ ଭିତ୍ତିଭୂମି ଢାଞ୍ଚାରେ 1.3 ଟ୍ରିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛି । ଏହା ବ୍ୟତୀତ, ଲକ୍ଷ ଲକ୍ଷ କୋଟି ବ୍ୟୟରେ ଦେଶର ସାମାଜିକ ଭିତ୍ତିଭୂମି ସୁଦୃଢ ନେଇ ଯୋଜନା ରହିଛି ।’

ଏଥିସହ ବ୍ୟବସାୟ ପାଇଁ ଦେଶରେ ଅନୁକୂଳ ବାତାବରଣ ସୃଷ୍ଟି କରୁଥିବା 4 ପ୍ରମୁଖ ବିଷୟବସ୍ତୁ (ଗଣତନ୍ତ୍ର, ଜନସାଂଖିକ, ଚାହିଦା ଓ ନିଶ୍ଚିତତା) ଉପରେ ସେ ଆଲୋକପାତ କରିଛନ୍ତି ।

ଏହା ପୂର୍ବରୁ ଆଜି ନରେନ୍ଦ୍ର ମୋଦି ବ୍ଲୁମବର୍ଗ ବିଜନସେ ଫୋରମରେ ନ୍ୟୁୟର୍କର ପୂର୍ବ ମେୟର ମାଇକଲ ଆର ବ୍ଲୁମବର୍ଗଙ୍କ ସହ ସାକ୍ଷାତ କରିଥିଲେ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.