ETV Bharat / business

ଏନବିଏଫସିର ଋଣ ପେମେଣ୍ଟ 3 ମାସ ସ୍ଥଗିତ ସମ୍ଭାବନା - ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ

ଶୁକ୍ରବାର ଆରବିଆଇ ଘୋଷଣାରେ ଏନବିଏଫସି ଦାବି ନେଇ କିଛି କୁହାଯାଇନଥିଲା । ହେଲ ଶନିବାର ଆଇବିଏ ବୈଠକ ରହିଛି । ଏଥିରେ ଏନବିଏଫସିକୁ 3 ମାସର ସ୍ଥଗିତାଦେଶ ନେଇ ଆହ୍ବାନ କରାଯାଇପାରେ । ଅଧିକ ପଢନ୍ତୁ

iba to meet over offering moratorium to nbfcs
ଏନବିଏଫସିର ଋଣ ପେମେଣ୍ଟ 3 ମାସ ସ୍ଥଗିତ ସମ୍ଭାବନା
author img

By

Published : Apr 18, 2020, 5:52 PM IST

ନୂଆଦିଲ୍ଲୀ: ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି)ନେଇଥିବା ଋଣ ପରିଶୋଧକୁ 3 ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଚିନ୍ତା କରୁଛନ୍ତି । ଏଥିପାଇଁ ଶନିବାର ବୈଠକ ବସିଛି ।

ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡିକ (ଏନବିଏଫସି) ନିଜର ଋଣଦାତା ବ୍ୟାଙ୍କ ସହ ସାକ୍ଷାତ କରିବ ବୋଲି ଗ୍ରାହକଙ୍କୁ ମହଲତ ଦେଇଛି ।

ସେମାନେ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)କୁ 3 ମାସର ସ୍ଥଗିତାଦେଶ ନେଇ କିଛି ସ୍ପଷ୍ଟତା ମାଗିଥିଲେ । ଏପରିକି ଶୁକ୍ରବାର ଆରବିଆଇ ଘୋଷଣାରେ ମଧ୍ୟ ଏହା ଘଟିବ ବୋଲି ଆଶା କରାଯାଇଥିଲା।

ତେବେ ଶୁକ୍ରବାର ଆରବିଆଇ ଘୋଷଣାରେ ଏନବିଏଫସି ଦାବି ନେଇ କିଛି କୁହାଯାଇନଥିଲା । ହେଲ ଶନିବାରର ଆଇବିଏ ବୈଠକ ରହିଛି । ଏଥିରେ ଏନବିଏଫସିକୁ 3 ମାସର ସ୍ଥଗିତାଦେଶ ନେଇ ଆହ୍ବାନ କରାଯାଇପାରେ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.