ETV Bharat / business

ଏବେ ସୁଦ୍ଧା 2 ଲକ୍ଷ କୋଟିରୁ ଅଧିକ ଆୟକର ରିଫଣ୍ଡ ଜାରି - I-T refunds

ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏବେ ସୁଦ୍ଧା 2.09 କୋଟି ଲୋକଙ୍କୁ 2.04 ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଛି । ଏ ନେଇ ଆୟକର ବିଭାଗ ବୁଧବାର ସୂଚନା ଦେଇଛି । ଅଧିକ ପଢନ୍ତୁ..

ଏବେ ସୁଦ୍ଧା  2 ଲକ୍ଷ କୋଟିରୁ ଅଧିକ  ଆୟକର ରିଫଣ୍ଡ ଜାରି

author img

By

Published : Mar 17, 2021, 7:24 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏବେ ସୁଦ୍ଧା 2.09 କୋଟି ଲୋକଙ୍କୁ 2.04 ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଛି । ଏ ନେଇ ଆୟକର ବିଭାଗ ବୁଧବାର ସୂଚନା ଦେଇଛି ।

ବିଭାଗ ଅନୁସାରେ ରିଫଣ୍ଡ ଟଙ୍କା ମଧ୍ୟରୁ 2.06 କୋଟି ଆୟକରଦାତାଙ୍କୁ 73,607 କୋଟି ଟଙ୍କାର ବ୍ୟକ୍ତିଗତ ଆୟକର ରିଫଣ୍ଡ କରାଯାଇଛି । ଯେତେବେଳେ କି 2.21 ଲକ୍ଷ ମାମଲାରେ 1.31 ଲକ୍ଷ କୋଟି ଟଙ୍କାର କର୍ପୋରେଟ କର ରିଫଣ୍ଡ ଜାରି କରାଯାଇଛି ।

ବିଭାଗ ପକ୍ଷରୁ ଟ୍ବିଟ କରି ଜଣାଯାଇଛି କି , ‘‘କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) 2020 ଏପ୍ରିଲ ପହିଲାରୁ ନେଇ 2021 ମାର୍ଚ୍ଚ 15 ଯାଏଁ 2.09 କୋଟି କରଦାତାଙ୍କୁ 2,04,805କୋଟି ଟଙ୍କାର ରିଫଣ୍ଡ ଜାରି କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.