ETV Bharat / business

ନଭେମ୍ବର ପହିଲାରୁ ଗୋଆରେ ଖୋଲିବ କସିନୋ

author img

By

Published : Oct 28, 2020, 7:08 PM IST

ଗୋଆରେ ନଭେମ୍ବର ପହିଲାରୁ ଖୋଲିବ କସିନୋ । 50 ପ୍ରତିଶତ କ୍ଷମତା ସହ କସିନୋ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଅଧିକ ପଢନ୍ତୁ..

ନଭେମ୍ବର ପହିଲାରୁ ଗୋଆରେ ଖୋଲିବ କସିନୋ
ନଭେମ୍ବର ପହିଲାରୁ ଗୋଆରେ ଖୋଲିବ କସିନୋ

ପାନାଜୀ: ଗୋଆରେ ନଭେମ୍ବର ପହିଲାରୁ ଖୋଲିବ କସିନୋ । 50 ପ୍ରତିଶତ କ୍ଷମତା ସହ କସିନୋ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।

କୋରୋନା ମହାମାରୀ ଯୋଗୁଁ ଏ ବର୍ଷ ମାର୍ଚ୍ଚରୁ କସିନୋ ସଞ୍ଚାଳନରେ ପ୍ରତିବନ୍ଧକ ଲଗାଯାଇଥିଲା । ସାୱନ୍ତ ବୁଧବାର ଏକ ପୋଷ୍ଟ କ୍ୟାବିନେଟ ପ୍ରେସ କନଫରେନ୍ସରେ କହିଛନ୍ତି ଯେ, ‘‘ କସିନୋ ନଭେମ୍ବର 1ରୁ ଆରମ୍ଭ ହେବ । ଏ ନେଇ ଆମେ ଅନୁମତି ଦେଇଛୁ । ’’

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ଗୃହ ବିଭାଗ ଦ୍ବାରା ଜାରି ସମସ୍ତ ଏସଓପିର ପାଳନ କରିବାକୁ ପଡିବ କସିନୋ । 50 ପ୍ରତିଶତ କ୍ଷମତା ସହ ଏହାର ପରିଚାଳନା କରିବାକୁ ହେବ । ଆମକୁ ପର୍ଯ୍ୟଟନ ଗତିବିଧିକୁ ପ୍ରୋତ୍ସାହନ ଦେବାକୁ ହେବ । ’’

ସାୱନ୍ତ ଏହା ମଧ୍ୟ କହିଛନ୍ତି କି, ବାର୍ଷିକ ଶୁଳ୍କ ପୈଠ କରିବା ବଦଳରେ କସିନୋ ଅପରେଟର ଏବେ ମାସିକ ଆଧାରରେ ନିଜ ଲାଇସେନ୍ସ ଫିସର ପୈଠ କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.