ETV Bharat / business

ଅର୍ଥବ୍ୟବସ୍ଥାକୁ ଝଟକା, 3.6% ଖସିଲା ଶିଳ୍ପ ଉତ୍ପାଦନ

author img

By

Published : Apr 13, 2021, 6:28 PM IST

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ବାରା ଜାରି ଶିଳ୍ପ ଉତ୍ପାଦନ ସୂଚକାଙ୍କ ଅନୁସାରେ ମ୍ୟାନୁଫାକ୍ଚର୍ସ ଆଉଟପୁଟ 2021 ଫେବୃଆରୀ ମାସରେ 3.7 ପ୍ରତିଶତ କମିଛି । ଅଧିକ ପଢନ୍ତୁ..

ଅର୍ଥବ୍ୟବସ୍ଥାକୁ ଝଟକା, 3.6%  ଖସିଲା ଶିଳ୍ପ ଉତ୍ପାଦନ
ଅର୍ଥବ୍ୟବସ୍ଥାକୁ ଝଟକା, 3.6% ଖସିଲା ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ: ଭାରତରେ ଔଦ୍ୟୋଗିକ ଉତ୍ପାଦନ ଫେବୃଆରୀ ମାସରେ 3.6 ପ୍ରତିଶତ ହ୍ରାସ ହୋଇଛି । ସୋମବାର ପ୍ରକାଶିତ ଏକ ମାସିକ ସର୍ଭେକ୍ଷଣ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ବାରା ଜାରି ଶିଳ୍ପ ଉତ୍ପାଦନ ସୂଚକାଙ୍କ ଅନୁସାରେ ମ୍ୟାନୁଫେକ୍ଚର୍ସ ଆଉଟପୁଟ 2021 ଫେବୃଆରୀ ମାସରେ 3.7 ପ୍ରତିଶତ କମିଛି ।

ତଥ୍ୟ ଅନୁସାରେବିଶେଷ କରି ଖଣିଜ କ୍ଷେତ୍ରରେ 5.5 ପ୍ରତିଶତ ହ୍ରାସ ଯୋଗୁଁ ଫେବୃଆରୀ ମାସରେ ଔଦ୍ୟୋଗିକ ଉତ୍ପାଦନ କମିଛି । ତେବେ ଶକ୍ତି କ୍ଷେତ୍ରର ଉତ୍ପାଦନ ଫେବୃଆରୀ ମାସରେ 0.1 ପ୍ରତିଶତ ବୃଦ୍ଧି ପାଇଛି । 2020 ଫେବୃଆରୀରରେ ଆଇଆଇପି ରେ 5.2 ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ଏପ୍ରିଲ-ଫେବୃଆରୀ ସମୟରେ ଆଇଆଇପି 11.3 ପ୍ରତିଶତ ଖସିଛି । 2019-20 ର ଏହି ଅବଧିରେ ଏଥିରେ 1 ପ୍ରତିଶତ ବୃଦ୍ଧି ହୋଇଛି । 2020 ରେ ଆଇଆଇପିରେ 5.2 ପ୍ରତିଶତ ବୃଦ୍ଧି ହୋଇଥିଲା ।

ଏପ୍ରିଲ-ଫେବୃଆରୀ ମଧ୍ୟରେ ଆଇଆଇପି 11.3 ପ୍ରତିଶତ ହ୍ରାସ ହୋଇଥିଲା । 2019-20 ର ଏହି ଅବଧିରେ ଏଥିରେ 1 ପ୍ରତିଶତ ବୃଦ୍ଧି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.