ETV Bharat / business

ଫେସବୁକରେ ‘କୋରୋନା’ ଗୁଜବ, ଲଗାମ କଷିବାକୁ ଲାଗିପଡିଛନ୍ତି ଜୁକରବର୍ଗ

author img

By

Published : Mar 5, 2020, 10:55 AM IST

ବିଶ୍ବକୁ ଘାଣ୍ଟିଦେଲାଣି କୋରୋନା ଭାଇରସ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଲାଣି ଏହି ପ୍ରାଣଘାତୀ ଭାଇରସ । ଏପରି ସମୟରେ ଆହୁରି ଚିନ୍ତା ବଢାଉଛି ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଗୁଜବ ଖବର ।

Facebook will help in dealing with false news related to coronavirus
କୋରୋନା ଗୁଜବ ଉପରେ ଲଗାମ କଷିବାକୁ ଲାଗିପଡିଛନ୍ତି ଜୁକରବର୍ଗ

ନୂଆଦିଲ୍ଲୀ: ବିଶ୍ବକୁ ଘାଣ୍ଟିଦେଲାଣି କୋରୋନା ଭାଇରସ । ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଲାଣି ଏହି ପ୍ରାଣଘାତୀ ଭାଇରସ । ଏପରି ସମୟରେ ଆହୁରି ଚିନ୍ତା ବଢାଉଛି ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଗୁଜବ ଖବର । ଆଉ ଏହାକୁ ଦେଖି ଭୟଭୀତ ହୋଇପଡୁଛନ୍ତି ୟୁଜର୍ସ । ତେବେ ଏସସବୁ ତର୍ଜମା କରି ଏଭଳି ମିଛ ଖବର ଉପରେ ଲଗାମ କଷିବାକୁ କହିଛନ୍ତି ସିଇଓ ମାର୍କ ଜୁକରବର୍ଗ ।

ଜୁକରବର୍ଗଙ୍କ କହିବା ଅନୁଯାୟୀ, ସୋସିଆଲ୍ ନେଟୱାର୍କ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ବିଜ୍ଞାପନ ଦେଇ ଭାଇରସ ସମ୍ବନ୍ଧିତ ଭୁଲ ତଥ୍ୟର ମୁକାବିଲା ପାଇଁ ପ୍ରୟାସକୁ ଆଗକୁ ବଢାଯିବ ।

ଜୁକରବର୍ଗ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି ଯେ, କମ୍ପାନୀ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭଳି ବିଶ୍ବ ସଂଗଠନ, ରୋଗ ନିୟନ୍ତ୍ରଣ ଓ ଏହା ଉପରେ ଲଗାମ ପାଇଁ ପାଇଁ ଆମେରିକା ସେଣ୍ଟର ଫର ପ୍ରିଭେନସନ ଏବଂ ୟୁନିସେଫ ସହ କାମ କରୁଛି । ଯେପରି ଏହି ଭାଇରସ ସମ୍ବନ୍ଧୀୟ ସଠିକ ତଥ୍ୟ ଠିକ ସମୟରେ ମିଳିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.