ETV Bharat / business

ପେଟ୍ରୋଲ ଓ ଡିଜେଲ ଉପରେ ବଢିଲା ଉତ୍ପାଦ ଶୁଳ୍କ - ଉତ୍ପାଦ ଶୁଳ୍କ

ପେଟ୍ରୋଲ ଲିଟର ପିଛା 10ଟଙ୍କା ଓ ଡିଜେଲ ୧୩ଟଙ୍କା ଉତ୍ପାଦ ଶୁଳ୍କ ବଢାଇଲେ କେନ୍ଦ୍ର ସରକାର । ତେବେ ଏହା ବଜାର ଦରକୁ ପ୍ରଭାବିତ କରିବ ନାହିଁ। ଅଧିକ ପଢନ୍ତୁ...

Excise duty on petrol hike by Rs 10 per litre, on diesel by Rs 13 per litre
ପେଟ୍ରୋଲ ଓ ଡିଜେଲ ଉପରେ ବଢିଲା ଉତ୍ପାଦ ଶୁଳ୍କ
author img

By

Published : May 6, 2020, 12:10 AM IST

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ବଢ଼ାଇଲେ କେନ୍ଦ୍ର ସରକାର । ପେଟ୍ରୋଲ ଲିଟର ପିଛା 10 ଟଙ୍କା ଓ ଡିଜେଲ 13 ଟଙ୍କା ବୃଦ୍ଧି ହୋଇଛି । ମଙ୍ଗଳବାର ରାତିରେ ଏ ନେଇ ଘୋଷଣା ହୋଇଛି ।

ତେବେ ଉତ୍ପାଦ ଶୁଳ୍କ ବୃଦ୍ଧି ପରେ ବି ବଜାର ଦର ପ୍ରଭାବିତ ହେବ ନାହିଁ । ଅର୍ଥାତ ତେଲ ଦାମ ବୃଦ୍ଧି ହେବ ନାହିଁ ବୋଲି ସୂଚନା ଦିଆଯାଇଛି । ଏହି ନୂଆ ଦର ମେ 6ରୁ ଲାଗୁ ହେବ ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଶସ୍ତା ରହିଥିବା ଯୋଗୁଁ ଉତ୍ପାଦ ଶୁଳ୍କ ବୃଦ୍ଧି ପରେ ବି ତେଲ ଦାମରେ ପରିବର୍ତ୍ତନ ହେବନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.