ETV Bharat / business

ଇଏମଆଇ ଠକେଇରୁ ଦୂରେଇ ରହିବାକୁ ଗ୍ରାହକଙ୍କୁ ସତର୍କ କଲା ବ୍ୟାଙ୍କ

author img

By

Published : Apr 11, 2020, 12:09 AM IST

ନିକଟରେ ଘୋଷଣା ହୋଇଥିବା ଇଏମଆଇ ରିଲିଫ ଯୋଜନାର ସାହାରା ନେଇ ବିଭିନ୍ନ ଉପାୟରେ ସାଇବର ଅପରାଧୀମାନେ ଟଙ୍କା ହେରଫେର କରିପାରନ୍ତି ବୋଲି ବ୍ୟାଙ୍କ ସତର୍କ କରାଇଛି ।

emi moratorium fraud banks asking customers to be alert not to share otp with imposters
ଇଏମଆଇ ଠକେଇରୁ ଦୂରେଇ ରୁହନ୍ତୁ, ଗ୍ରାହକଙ୍କୁ ସତର୍କ କଲା ବ୍ୟାଙ୍କ

ନୂଆଦିଲ୍ଲୀ: ଲକଡାଉନ ଜାରି ରହିଥିବାରୁ ଗ୍ରାହକଙ୍କୁ ଆଶ୍ବସ୍ତି ଦେବାକୁ ବ୍ୟାଙ୍କ 3 ମାସର ଇଏମଆଇ କିସ୍ତି ସ୍ଥଗିତ କରିଛି । ହେଲେ ଏହାର ଫାଇଦା ଉଠାଉଥିବା ଠକଙ୍କ ଠାରୁ ସତର୍କ ପାଇଁ ଗ୍ରାହକଙ୍କୁ ଚେତାବନୀ ଦେଇଛି ବ୍ୟାଙ୍କ ।

ଫୋନ କିମ୍ବା ଅନ୍ୟ କୌଣସି ଜରିଆରେ ନିଜର ଓଟିପି ଓ ପିନ ଭଳି ସମ୍ବେଦନଶୀଳ ତଥ୍ୟ କାହାକୁ ନ ଦିଅନ୍ତୁ । ଏ ନେଇ ଆକ୍ସିସ ବ୍ୟାଙ୍କ , ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ବହୁ ବ୍ୟାଙ୍କ ଇମେଲ ପଠାଇ ଗ୍ରାହକଙ୍କୁ ସତର୍କ କରାଉଛନ୍ତି ।

ନିକଟରେ ଘୋଷଣା ହୋଇଥିବା ଇଏମଆଇ ରିଲିଫ ଯୋଜନାର ସାହାରା ନେଇ ବିଭିନ୍ନ ଉପାୟରେ ସାଇବର ଅପରାଧୀମାନେ ଟଙ୍କା ହେରଫେର କରିପାରନ୍ତି ବୋଲି ବ୍ୟାଙ୍କ ସତର୍କ କରାଇଛି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ଟ୍ବିଟ କରି ସାଇବର ଅପରାଧୀଙ୍କ ଠାରୁ ସତର୍କ ସହ ଜାଗୃତ ରହିବାକୁ ଗ୍ରାହକଙ୍କୁ ଜଣାଇଛି ।

ବ୍ୟାଙ୍କ କହିଛି ‘ଏଭଳି ଉପାୟରେ ଗ୍ରାହକଙ୍କ ପାଖକୁ ଫୋନ ଆସେ, ଆଉ ଇଏମଆଇ କିସ୍ତି ଟାଳିବା ପାଇଁ ଓଟିପି ପଚାରାଯାଏ, ଯଦି ଗ୍ରାହକ ଓଟିପି କହିଦିଅନ୍ତୁ ତେବେ ସେମାନଙ୍କ ଆକାଉଣ୍ଟ ଖାଲି ହୋଇଯାଇପାରେ ବୋଲି ବ୍ୟାଙ୍କ ସାବଧାନ କରାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.