ETV Bharat / business

GST ଅନ୍ତର୍ଭୁକ୍ତ ହେବ ପ୍ରାକୃତିକ ଗ୍ୟାସ ଓ ଏଟିଏଫ !

author img

By

Published : Dec 6, 2019, 5:05 PM IST

ଆଗାମୀ ବଜେଟରେ ବିମାନ ଇନ୍ଧନ (ଏଟିଏଫ) ଓ ପ୍ରାକୃତିକ ଗ୍ୟାସ ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧିନରେ ଆସିପାରେ । ଏ ଦିଗରେ ଚେଷ୍ଟା ଚାଲିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Dharmendra Pradhan hopes coming Budget will signal inclusion of ATF, natural gas in GST
ବଜେଟରେ ଜିଏସଟି ଅନ୍ତଭୁକ୍ତ ହେବ ପ୍ରାକୃତିକ ଗ୍ୟାସ ଓ ଏଟିଏଫ !

ନୂଆଦିଲ୍ଲୀ: ଆଗାମୀ ବଜେଟରେ ବିମାନ ଇନ୍ଧନ (ଏଟିଏଫ) ଓ ପ୍ରାକୃତିକ ଗ୍ୟାସ ଦ୍ରବ୍ୟ ଓ ସେବା କର (ଜିଏସଟି) ଅଧିନରେ ଆସିପାରେ । ଏଭଳି ଆଶା ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫିକ୍କିର ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କହିଛନ୍ତି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ବିଶ୍ବାସ ରହିଛିକି, ସେ କରକୁ ହ୍ରାସ କରି କାରବାରୀଙ୍କୁ ପ୍ରେତ୍ସାହିତ କରିବାରକୁ ଏଟିଏଫ ଓ ପ୍ରାକୃତିକ ଗ୍ୟାସକୁ ଜିଏସଟି ଅଧୀନରେ ଆଣିପାରନ୍ତି । ଏ ନେଇ ଆଗାମୀ ବଜେଟରେ ପ୍ରବନ୍ଧନ ରହିବା ନେଇ ସଙ୍କେତ ଦିଆଯାଇପାରେ । ପ୍ରକାଶ ଯେ, ଦୀର୍ଘ ସମୟ ଧରି ଏଟିଏଫ ଓ ପ୍ରାକୃତିକ ଗ୍ୟାସକୁ ଜିଏସଟି ଅଧୀନରେ ଆଣିବା ପାଇଁ ଚେଷ୍ଟା ଚାଲିଛି ।

ଏଥିସହ ସେ କହିଛନ୍ତି କି, ଦେଶରେ ପ୍ରାକୃତିକ ଗ୍ୟାସ ଚାହିଦା ଆସନ୍ତା 10 ବର୍ଷରେ 3 ଗୁଣାରୁ ଅଧିକ ବଢାଯିବ । ଏଥିସହ ଏହାର ଭରପୋଷଣ ପାଇଁ ଗ୍ୟାସ ଭିତ୍ତିଭୂମି ସରଞ୍ଚନା ଉପରେ 60 ଅରବ ଡଲାର ଖର୍ଚ୍ଚ କରାଯାଉଛି । ତେବେ ବର୍ତ୍ତମାନ ସମୟରେ ଗ୍ୟାସର ଉପଯୋଗୀତା (counsume) 16.60 କୋଟି ଘନମିଟର ରହିଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.