ETV Bharat / business

ନୂତନ ସର୍ବେକ୍ଷଣରେ ବେକାରୀ ହାର 6.1 ପ୍ରତିଶତ: କେନ୍ଦ୍ରମନ୍ତ୍ରୀ ଗଙ୍ଗୱାର - unemployment rate 6 .1 percent according to new survey government

ଦେଶରେ ବେକାରୀ ହାର 6.1 ପ୍ରତିଶତ ରହିଛି । ବୁଧବାର ରାଜ୍ୟସଭାରେ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ଜଣାଇଛନ୍ତି ।

demo flawed gst squeeze on banks sent economy in tailspin chidambaram
ନୂଆ ସର୍ବେକ୍ଷଣରେ ବେକାରୀ ହାର 6.1 ପ୍ରତିଶତ: ଗଙ୍ଗୱାର
author img

By

Published : Feb 5, 2020, 7:42 PM IST

ନୂଆଦିଲ୍ଲୀ: ଦେଶରେ ବେକାରୀ ହାର 6.1 ପ୍ରତିଶତ ରହିଛି । ବୁଧବାର ରାଜ୍ୟସଭାରେ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ଜଣାଇଛନ୍ତି।

ନୂଆ ଏବଂ ବ୍ୟାପକ ସର୍ବେକ୍ଷଣକୁ ଏକତ୍ର ତଥ୍ୟକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ଗଙ୍ଗୱାର ଏହି ସୂଚନା ଦେଇଛନ୍ତି । ରାଜ୍ୟସଭାର ପ୍ରଶ୍ନକାଳ ଚାଲିଥିବା ସମୟରେ ସେ କହିଛନ୍ତି ଯେ, ସର୍ବେକ୍ଷଣ ପ୍ରକ୍ରିୟାରେ ପରିବର୍ତ୍ତନ ପରେ ପରିସଂଖ୍ୟାନ ମନ୍ତ୍ରଣାଳୟର ବାର୍ଷିକ ଆଧାରରେ ନୂଆ ବେକାରୀ ସର୍ବେକ୍ଷଣ 2017-18 ପ୍ରସ୍ତୁତ ହୋଇଛି।

ଏହା ଅନୁଯାୟୀ କରାଯାଇଥିବା ପିରିୟୋଡିକ ଲେବର ଫୋର୍ସ ସର୍ଭେ(ପିଏଲଏଫଏସ) କରାଯାଇଥିଲା । ଏଥିରେ ଭାରତର ଶ୍ରମବଳ ଭାଗୀଦାରୀ 36.9 ପ୍ରତିଶତ ଓ ବେକାରୀ ଦର 6.1 ପ୍ରତିଶତ ରହିଛି ।

ନୂଆ ସର୍ବେକ୍ଷଣରେ ବେକାରୀ ହାର 6.1 ପ୍ରତିଶତ

2012ରୁ ଏବେ ସୁଦ୍ଧାର ବେକାରୀ ରିପୋର୍ଟକୁ ଅପ୍ରମାଣିକ ଦର୍ଶାଇ ଶ୍ରମମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ, ପିଏଲଏଫଏସ ସର୍ବେକ୍ଷଣର ତଥ୍ୟକୁ ହିଁ ଏନେଇ ସଠିକ (ସରକାରୀ ତଥ୍ୟ) ଧରାଯିବ । ଦେଶରେ ସୃଷ୍ଟି ହେଉଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାରର ବାସ୍ତବ ତଥ୍ୟ ଏକଜୁଟ ପାଇଁ ପୁରୁଣା ସର୍ବେକ୍ଷଣ ପଦ୍ଧତିକୁ 2016ରୁ ରୋକି ଦିଆଯାଇଛି । ଏହା ପରଠୁ ସର୍ବେକ୍ଷଣକୁ ପରିସଂଖ୍ୟାନ ମନ୍ତ୍ରଣାଳୟ ସହଯୋଗରେ କରାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.