ETV Bharat / business

ଚୀନ ସହ ବାଣିଜ୍ୟ ଚୁକ୍ତି ଏବେ ବି ଜାରି ରହିଛି: ଟ୍ରମ୍ପ

author img

By

Published : Jun 23, 2020, 2:53 PM IST

ଟ୍ରମ୍ପ ଟ୍ବିଟ କରିଛନ୍ତି କି, ‘‘ ଚୀନ ସହ ବାଣିଜ୍ୟ ଚୁକ୍ତି ସମ୍ପୁର୍ଣ୍ଣ ରୂପେ ଜାରି ରହିଛି । ଆଶା ରହିଛି କି ଚୀନ ଏହି ଚୁକ୍ତିର ସର୍ତ୍ତକୁ ପାଳନ କରିବ । ’’ ଅଧିକ ପଢନ୍ତୁ..

trump said trade deal with china still intact
ଟ୍ରମ୍ପ କହିଲେ ଚୀନ ସହ ବାଣିଜ୍ୟ ଚୁକ୍ତି ଏବେ ବି ଜାରି ରହିଛି

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ବିଟ କରି କହିଛନ୍ତି କି ଚୀନ ସହିତ ପ୍ରାରମ୍ଭିକ ବାଣିଜ୍ୟ ଚୁକ୍ତି ଏବେ ବି ଜାରି ରହିଛି । ଯଦିଓ ଏହା ପୂର୍ବରୁ ହ୍ବାଇଟ ହାଉସର ଜଣେ ବରିଷ୍ଠ ପରାମର୍ଶଦାତା ମନ୍ତବ୍ୟରୁ ମନେ ହେଉଥିଲା କି ବୁଝାମାଣାର ଆଉ କୌଣସି ଅର୍ଥ ରହିନାହିଁ । ସବୁ ସମାପ୍ତ ହୋଇଛି । ଯେଉଁଥିପାଇଁ ସୋମବାର ବଜାର ସଙ୍କୁଚିତ ହୋଇଯାଇଥିଲା ।

ଟ୍ରମ୍ପ ଟ୍ବିଟ କରିଛନ୍ତି କି, ‘‘ ଚୀନ ସହ ବାଣିଜ୍ୟ ଚୁକ୍ତି ସମ୍ପୁର୍ଣ୍ଣ ରୂପେ ଜାରି ରହିଛି । ଆଶା ରହିଛି କି ଚୀନ ଏହି ଚୁକ୍ତିର ସର୍ତ୍ତକୁ ପାଳନ କରିବ । ’’

ଆମେରିକାରେ ଟ୍ରମ୍ପ ପ୍ରଶାସନ କୋରୋନା ଭାଇରସ ମହାମାରୀ ସଂକ୍ରମଣକୁ ରୋକିବାରେ ବିଫଳ ହୋଇଥିବାରୁ ଚୀନକୁ ତୀବ୍ର ସମାଲୋଚନା କରିଆସୁଛନ୍ତି । ଏହି ମହାମାରୀ ସଂକ୍ରମଣ ନେଇ ରାଷ୍ଟ୍ରପତି ଟ୍ରମ୍ପ ଚୀନକୁ ଦାୟୀ କରିଛନ୍ତି । ଏହା ଦ୍ବାରା 2 ଦେଶ ମଧ୍ୟରେ ବ୍ୟାପର ସମେତ ବିଭିନ୍ନ କ୍ଷେତ୍ରରେ ଆଗକୁ ସହଯୋଗ ନେଇ ସନ୍ଦେହ ବଢିଥିଲା ।

ଆମେରିକା ଓ ଚୀନ ମଧ୍ୟରେ ଜାନୁଆରୀ ମାସରେ ଶୁଳ୍କକୁ ନେଇ ତେଜିଥିବା ବିବାଦ ମଧ୍ୟ ବ୍ୟାପର ବୁଝାମଣା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.