ETV Bharat / business

ଆଶ୍ବସ୍ତି: ସେପ୍ଟେମ୍ବରରେ ଖସିଲା ପାଇକାରୀ ମୁଦ୍ରାସ୍ଫୀତି

author img

By

Published : Oct 14, 2019, 3:25 PM IST

କମିଲା ପାଇକାରୀ ମୁଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ହାର। ଅଗଷ୍ଟ ତୁଳନାରେ ଏହା 1.08 ପ୍ରତିଶତ ହ୍ରାସ ପାଇ ସେପ୍ଟେମ୍ବରରେ 0.33 ପ୍ରତିଶତ ରହିଛି। ଯାହାକି 3 ବର୍ଷରେ (2016 ଜୁନ ) ସର୍ବନିମ୍ନ

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଶ୍ବସ୍ତି। କମିଲା ପାଇକାରୀ ମୁଲ୍ୟ ସୂଚକାଙ୍କ (ଡବ୍ଲ୍ୟୁପିଆଇ) ହାର । ଅଗଷ୍ଟ ତୁଳନାରେ ଏହା 1.08 ପ୍ରତିଶତ ହ୍ରାସ ପାଇ ସେପ୍ଟେମ୍ବରରେ 0.33 ପ୍ରତିଶତ ରହିଛି । ଯାହାକି 3 ବର୍ଷରେ ( 2016 ଜୁନ ) ସର୍ବନିମ୍ନରେ ପହଞ୍ଚିଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରିପୋର୍ଟ ଜାରି କରାଯାଇଛି ।

ବର୍ଷକ ପୂର୍ବେ ସମାନ ଅବଧିରେ ଅର୍ଥାତ 2018 ସେପ୍ଟେମ୍ବରରେ ଏହି ହାର ହାର 5.22 ରହିଥିଲା। ସେହିପରି ଚଳିତ ବର୍ଷ ଜୁଲାଇରେ ପାଇକାରୀ ମୁଦ୍ରାସ୍ଫୀତି ୧.୦୮ ପ୍ରତିଶତ ରହିଥିଲା ସେପ୍ଟେମ୍ବରରେ ଇନ୍ଧନ ଓ ବିନିର୍ମାଣ ସାମଗ୍ରୀ ଦର କମର ପ୍ରଭାବ ପାଇକାରୀ ମୁଦ୍ରାସ୍ଫୀତି ଉପରେ ପଡିଛି।

ସେପ୍ଟମ୍ବରରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ପୀତି ହାର 5.75 ପ୍ରତିଶରୁ ବୃଦ୍ଧି ପାଇ 5.98 ରହିଛି । ସେହିପରି ପନିପରିବା ଦର ବୃଦ୍ଧି ଯୋଗୁଁ ଡବ୍ଲ୍ୟୁପିଆଇ 19.43 ପ୍ରତିଶତକୁ ଛୁଇଁଛି । ହେଲେ ଇନ୍ଧନ ଓ ଶକ୍ତି ଡବ୍ଲ୍ୟୁପିଆଇ -4 ରୁ କମି -7.05 କୁ ଖସିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.