ETV Bharat / business

ବଜେଟ୍‌ 2020: ଡିଜିଟାଲ ପ୍ଲାଟଫର୍ମରେ ଚମକିବ ଷ୍ଟାର୍ଟଅପ୍‌

author img

By

Published : Feb 1, 2020, 5:27 PM IST

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ପ୍ରାୟ ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିବାବେଳେ ଜାଣନ୍ତୁ ଷ୍ଟାର୍ଟଅପ୍‌ କ୍ଷେତ୍ରରେ କ’ଣ ରହିଛି ଖାସ୍‌ ।

Budget 2020
ବଜେଟ୍‌ 2020: ଡିଜିଟାଲ ପ୍ଲାଟଫର୍ମରେ ଚମକିବ ଷ୍ଟାର୍ଟଅପ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ ପ୍ରାୟ ସବୁ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଥିବାବେଳେ ଜାଣନ୍ତୁ ଷ୍ଟାର୍ଟଅପ୍‌ କ୍ଷେତ୍ରରେ କଣ ରହିଛି ଖାସ୍‌ ।

ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ ସମୟରେ କହିଛନ୍ତି, ‘ଦେଶରେ ଷ୍ଟାର୍ଟଅପ ଆରମ୍ଭ କରିବାର ଏହି ବହୁତ ଭଲ ସମୟ । ଦୁନିଆ ବଦଳୁ ଥିବାବେଳେ ଆଜି ସବୁକିଛି ଅନଲାଇନ ହୋଇଯାଇଛି । ଷ୍ଟାର୍ଟଅପରେ କେବଳ ଗୋଟିଏ କମ୍ପାନୀ ସଞ୍ଚାଳନ ହୁଏ ତାନୁହେଁ ଏହା ଅନେକଙ୍କୁ ରୋଜଗାର ଦିଏ ।’ ଏହାସହ ଷ୍ଟାର୍ଟଅପକୁ ଅଧିକ ଗୁରୁତ୍ବ ଦେବାକୁ ଯାଇ ଟିକସରେ ହ୍ରାସ କରାଯାଇଥିବା ସେ କହିଛନ୍ତି ।

ସେହିପରି କୌଶଳ ବିକାଶ ପାଇଁ 3 ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଷ୍ଟାର୍ଟ ଅପ ଲାଗି ଡିଜିଟାଲ ପ୍ଲାଟଫର୍ମକୁ ଗୁରୁତ୍ବ ଦିଆଯାଇଛି । ଏଥି ସହିତ ଷ୍ଟାର୍ଟଅପ ପାଇଁ ଇନଷ୍ଟିଚ୍ୟୁସନ ଅଫ ଏକ୍ସିଲେନ୍ସିର ଆରମ୍ଭ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.