ETV Bharat / business

ବନ୍ଦ ହେଲା ଆମାଜନର ପ୍ରାଇମ ନାଓ ଡେଲିଭରି ଆପ

author img

By

Published : May 23, 2021, 6:39 AM IST

ବୈଶ୍ବିକ ସ୍ତରେର ଆମାଜନ ବନ୍ଦ କଲା ତାର ପ୍ରାଇମ ନାଓ । କମ୍ପାନୀର ଟୁ ଆୱାର ଡେଲିଭରି ଅପ୍ସନ ଏହାର ମୁଖ୍ୟ ଆପ ଓ ୱେବସାଇଟରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ବନ୍ଦ  ହେଲା ଆମାଜନର ପ୍ରାଇମ ନାଓ ଡେଲିଭରି ଆପ
ବନ୍ଦ ହେଲା ଆମାଜନର ପ୍ରାଇମ ନାଓ ଡେଲିଭରି ଆପ

ନୂଆଦିଲ୍ଲୀ: ଇ-କମର୍ସ ସପିଂ ସାଇଟ ଆମାଜନ ଏହାର ପ୍ରାଇମ ନାଓ (prime now) ଆପକୁ ବନ୍ଦ କରିଲା । ଏବେ କମ୍ପାନୀର ଟୁ ଆୱାର ଡେଲିଭରି ଅପ୍ସନ ଏହାର ମୁଖ୍ୟ ଆପ ଓ ୱେବସାଇଟରେ ଉପଲବ୍ଧ ହେବ ।

କମ୍ପାନୀ କହିଛି କି, ପୂର୍ବରୁ ଭାରତ, ଜାପାନ ଓ ସିଙ୍ଗାପୁରରେ ପ୍ରାଇମ ନାଓର ଅନୁଭବକୁ ଆମାଜନକୁ ସିଫ୍ଟ କରିଦିଆଯାଇଛି । ଆଉ ଏଥିସହ ପ୍ରାଇମ ନାଓର ଆପ ଓ ଏହାର ୱେବସାଇଟକୁ ବନ୍ଦ କରିଦିଆଯାଇଛି ।

ଆମାଜନରେ ଗ୍ରୋସରୀ ବିଭାଗର ଉପସଭାପତି ଷ୍ଟେଫାନି ଲ୍ୟାଣ୍ଡ୍ରି ସୂଚନା ଦେଇଛନ୍ତି, ଆମେରିକାରେ ଆମେ 2019 ମସିହାରୁ ଆମାଜନ ଫ୍ରେସ ଓ ହୋଲ ଫୁଡସ ମାର୍କେଟରୁ 2 ଘଣ୍ଟାରେ କରାଯାଉଥିବା ଡେଲିଭରିକୁ ଆମଜାନରେ କରିବା ଆରମ୍ଭ କରିଥିଲୁ । ପ୍ରାଇମ ନାଓ ଆପ ଓ ୱେବସାଇଟକୁ ଏ ବର୍ଷ ବନ୍ଦ କରିବା ପରେ ଆମେ ଆମର ତୃତୀୟ ପାର୍ଟିକୁ ପାର୍ଟନର୍ସ ଓ ଲୋକାଲ ଷ୍ଟୋର୍ସକୁ ଆମଜନରୁ ସପିଂ ଅନୁଭବ ସହ ଯୋଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.