ETV Bharat / briefs

ବିଶ୍ବକପ: ପ୍ରଥମ ମ୍ୟାଚରେ ବିଜୟ ଶଙ୍କରଙ୍କ ରେକର୍ଡ - vijay shankar

ଶଙ୍କର ତାଙ୍କର ପ୍ରଥମ ବଲରେ ହିଁ ପାକ୍‌ ଓପନର ଇମାମ ଉଲ ହକଙ୍କୁ ଆଉଟ କରିଥିଲେ । ଏହାପରେ ସେ ସୃଷ୍ଟି କରିଛନ୍ତି ଏକ ରେକର୍ଡ । ଏପରି ବୋଲିଂ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇ ଯାଇଛନ୍ତି ବିଜୟ ଶଙ୍କର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@cricketworldcup
author img

By

Published : Jun 17, 2019, 1:33 PM IST

ହାଇଦ୍ରାବାଦ: ବିଶ୍ବକପର 22ତମ ମ୍ୟାଚରେ ଭାରତ ତା'ର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ 89ରନରେ ପରାସ୍ତ କରିଛି । ତେବେ ପ୍ରଥମଥର ପାଇଁ ବିଶ୍ବକପରେ ଖେଳୁଥିବା ଭାରତୀୟ ଟିମର ଖେଳାଳି ବିଜୟ ଶଙ୍କର ତାଙ୍କର ପ୍ରଥମ ମ୍ୟାଚରେ ହିଁ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।

ଶଙ୍କର ତାଙ୍କର ପ୍ରଥମ ବଲରେ ହିଁ ପାକ୍‌ ଓପନର ଇମାମ ଉଲ ହକଙ୍କୁ ଆଉଟ କରିଥିଲେ । ଏହାପରେ ସେ ସୃଷ୍ଟି କରିଛନ୍ତି ଏକ ରେକର୍ଡ । ଏପରି ବୋଲିଂ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଯାଇଛନ୍ତି ଯୁବ କ୍ରିକେଟର ବିଜୟ ଶଙ୍କର ।

2ୟ ଇନିଂସରେ ଭାରତ ବୋଲିଂ କରିଥିଲା । 4ର୍ଥ ଓଭରର 4ତମ ବଲ୍‌ ପକାଲାବେଳେ ଭୁବନେଶ୍ବର କୁମାର ଆହତ ହୋଇଥିଲେ । ତେଣୁ ତାଙ୍କ ସ୍ଥାନରେ ବୋଲିଂ କରିବାକୁ ଆସିଥିଲେ ଶଙ୍କର । ସେ ନିଜର ପ୍ରଥମ ବୋଲିଂରେ ହିଁ ଇମାମ ଉଲ ହକଙ୍କୁ ଏଲବିଡବ୍ଲୁ କରିଥିଲେ ।

ବିଶ୍ବକପ ଇତିହାସରେ ଏପରି ରେକର୍ଡ କୌଣସି ଭାରତୀୟ ଖେଳାଳି ଏଯାଏଁ କରି ନଥିଲେ । କିନ୍ତୁ ଏପରି ରେକର୍ଡ ବିଶ୍ବକପରେ 8ଥର ହୋଇଛି । 1999ରେ ମାର୍କ ଏଲାହମ, 2003ରେ ଇୟାନ ହାର୍ବେ,2007ରେ ଜେମ୍ସ ଫ୍ରାଙ୍କଲିନ, ମଲାଚି ଜୋନ୍ସ ଓ ମହମ୍ମଦ ୟୁସୁଫ, 2011ରେ ଥିସାରା ପରେରା ଓ ଜେମ୍ସ , 2015ରେ ଦୌଲତ ଜାଦରାନ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ତେବେ ଭାରତ ପକ୍ଷରୁ ଚଳିତ ବିଶ୍ବକପରେ ପ୍ରଥମ ଥର ପାଇଁ ଏହି ରେକର୍ଡ ବନେଇଛନ୍ତି ବିଜୟ ଶଙ୍କର ।

ଆଜି କେରଳ ଛୁଇଁବ ମୋସୁମୀ। ସାଧାରଣ ରେ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ କେରଳ ଛୁଇଁବା ବେଳେ ଚଳିତ ବର୍ଷ 8 ଦିନ ବଳମ୍ବ ରେ କେରଳ କୁ ଆସୁଥିବା ବେଳେ ଓଡିଶା ଆସିବାରେ ଆହୁରି ବିଳମ୍ବ ହେବ ବୋଲି ଆଞ୍ଚଳିକ ପାନପାଗ ବିଭାଗ ସୂଚନା ଦେଇଛି। ଅନ୍ୟ ପଟେ ଗତ 24 ଘଂଟା ଭିତରେ ସେନପୁର ରେ ସର୍ବାଧିକ 41 ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ରାଜ୍ୟ ର ସମସ୍ତ ଜିଲ୍ଲା ରେ ତାପମାତ୍ର 40  ଡିଗ୍ରୀ ତଳକୁ ଅଛି। ଅନ୍ୟ ପଟେ ଆଜି ସନ୍ଧ୍ୟା ଶୁଦ୍ଧା ରାଜ୍ୟ ର ଉତ୍ତର ଓଡିଶା ରେ ପ୍ରବଳ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ବାଇଟ ଆର .ଏନ ନାୟକ
ପାଣିପାଗ ବିଶେସଂଜ୍ଞ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.