ETV Bharat / briefs

ଭିଜିଲାନ୍ସ ହାତରେ ଲାଞ୍ଚୁଆ ତହସିଲଦାର

author img

By

Published : Jul 2, 2019, 8:41 PM IST

ଜମି ମ୍ୟୁଟେସନ କରିବା ନାଁରେ ଲାଞ୍ଚ ନେଇ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ । ମ୍ୟୁଟେସନ ନାଁରେ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ଖବର ପାଇ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଚଢାଉ କରିଥିଲା ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜମି ମ୍ୟୁଟେସନ କରିବା ନାଁରେ ଲାଞ୍ଚ ନେଇ ଧରା ପଡିଛନ୍ତି କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ । ମ୍ୟୁଟେସନ ନାଁରେ 10 ହଜାର ଟଙ୍କା ଲାଞ୍ଚ ନେଉଥିବା ଖବର ପାଇ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ଏଥିରେ ତହସିଲଦାରଙ୍କ ସରକାରୀ ବାସ ଭବନ ସହ ପୈତୃକ ଘରେ ମଧ୍ୟ ଚଢାଉ କରାଯାଇଥିବା ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ମୁତାବକ କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ ପାଇଁ 15 ହଜାର ଟଙ୍କା ଦାବି କରିଥିଲେ ତହସିଲଦାର । ଏନେଇ ଲାଲ ସାହେବ କଳାହାଣ୍ଡି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ମୁତାବକ 10 ହଜାର ଟଙ୍କା ତହସିଲଦାର ଲାଞ୍ଚ ନେଉଥିବା ବେଳେ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ କରି ତହସିଲଦାରଙ୍କୁ ଗିରଫ କରିଥିଲା ।

ଘଟଣାରେ ତଦନ୍ତ ଜାରି ରଖିବା ସହ ତହସିଲଦାରଙ୍କ ସରକାରୀ ଓ ପୈତୃକ ଭବନରେ ଚଢାଉ କରାଯାଇଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Intro:SLUG-ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର, ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
REPOTER-ଅଜିତ ସିଂ
PLACE-କଳାହାଣ୍ଡି
DATE-02/07/19
ANCHOR-କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ ଏକ ଜମିର ମ୍ୟୁଟେସନ କରିଦେବା ବାବଦରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି । କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ଶ୍ରୀ ସାହୁ ୧୫ହଜାର ଟଙ୍କା ଦାବି କରିଥିଲେ । ତେବେ ଏନେଇ ଲାଲ ସାହେବ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପୂର୍ବ ଯୋଜନା ମୁତାବକ ୧୦ହଜାର ଟଙ୍କା ତହସିଲଦାର ଲାଞ୍ଚ ନେଉଥିବା ବେଳେ ଅଫିସ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ଼ କରି ଗିରଫ କରିଛି । ତେବେ ତହସିଲଦାରଙ୍କ ସରକାରୀ ବାସଭବନକୁ ମଧ୍ୟ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ଡିଏସପି କହିଛନ୍ତି ।
Byte- 1.ସତ୍ୟବାନ ମହାନନ୍ଦ, ଭିଜିଲାନ୍ସ ଡିଏସପି, କଳାହାଣ୍ଡି
2. ଲାଲ ସାହେବ ସାହୁ, ଅଭିଯୋଗକାରୀBody:SLUG-ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର, ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
REPOTER-ଅଜିତ ସିଂ
PLACE-କଳାହାଣ୍ଡି
DATE-02/07/19

ANCHOR-କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ ଏକ ଜମିର ମ୍ୟୁଟେସନ କରିଦେବା ବାବଦରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି । କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ଶ୍ରୀ ସାହୁ ୧୫ହଜାର ଟଙ୍କା ଦାବି କରିଥିଲେ । ତେବେ ଏନେଇ ଲାଲ ସାହେବ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପୂର୍ବ ଯୋଜନା ମୁତାବକ ୧୦ହଜାର ଟଙ୍କା ତହସିଲଦାର ଲାଞ୍ଚ ନେଉଥିବା ବେଳେ ଅଫିସ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ଼ କରି ଗିରଫ କରିଛି । ତେବେ ତହସିଲଦାରଙ୍କ ସରକାରୀ ବାସଭବନକୁ ମଧ୍ୟ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ଡିଏସପି କହିଛନ୍ତି ।
Byte- 1.ସତ୍ୟବାନ ମହାନନ୍ଦ, ଭିଜିଲାନ୍ସ ଡିଏସପି, କଳାହାଣ୍ଡି
2. ଲାଲ ସାହେବ ସାହୁ, ଅଭିଯୋଗକାରୀConclusion:SLUG-ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର, ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
REPOTER-ଅଜିତ ସିଂ
PLACE-କଳାହାଣ୍ଡି
DATE-02/07/19

ANCHOR-କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ ଏକ ଜମିର ମ୍ୟୁଟେସନ କରିଦେବା ବାବଦରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି । କର୍ଲାମୁଣ୍ଡା ତହସିଲ ଅଧିନସ୍ଥ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ଶ୍ରୀ ସାହୁ ୧୫ହଜାର ଟଙ୍କା ଦାବି କରିଥିଲେ । ତେବେ ଏନେଇ ଲାଲ ସାହେବ କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ପୂର୍ବ ଯୋଜନା ମୁତାବକ ୧୦ହଜାର ଟଙ୍କା ତହସିଲଦାର ଲାଞ୍ଚ ନେଉଥିବା ବେଳେ ଅଫିସ କାର୍ଯ୍ୟାଳୟ ରେ ଭିଜିଲାନ୍ସ ରେଡ଼ କରି ଗିରଫ କରିଛି । ତେବେ ତହସିଲଦାରଙ୍କ ସରକାରୀ ବାସଭବନକୁ ମଧ୍ୟ ଚଢ଼ାଉ କରାଯାଇଥିବା ବେଳେ ତାଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯିବ ବୋଲି ଭିଜିଲାନ୍ସ ଡିଏସପି କହିଛନ୍ତି ।
Byte- 1.ସତ୍ୟବାନ ମହାନନ୍ଦ, ଭିଜିଲାନ୍ସ ଡିଏସପି, କଳାହାଣ୍ଡି
2. ଲାଲ ସାହେବ ସାହୁ, ଅଭିଯୋଗକାରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.