ETV Bharat / briefs

ପରଲୋକରେ ଆମେରିକୀୟ ଟେଲି ଅଭିନେତ୍ରୀ ଏଲ୍ସା ପାଟୋନ

‘ରିୟଲ ହାଉସୱାଇଭ ଧି ମିଆମି’ ଅଭିନେତ୍ରୀ ଏଲ୍ସା ପାଟୋନଙ୍କ ଦେହାନ୍ତ ।

author img

By

Published : May 13, 2019, 12:58 PM IST

ୱାସିଂଟନ: ‘ରିୟଲ ହାଉସୱାଇଭସ ଅଫ ମିଆମି’ ଅଭିନେତ୍ରୀ ଏଲ୍ସା ପାଟୋନଙ୍କ ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି ସେ ଅସୁସ୍ଥତା ପରେ ରବିବାର ବିଶ୍ବ ମାତୃ ଦିବସରେ ତାଙ୍କର ନିଧନ ହୋଇଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ବୟସ ହେଇଥିଲା ।

ଏଲ୍ସା ପାଟୋନଙ୍କୁ ଆମେରିକୀୟ ରିୟାଲିଟି ସିରିଜ ‘ରିୟଲ ହାଉସୱାଇଭ ଅଫ୍ ମିଆମି’ରେ ନିଜର ପରିଚୟ ମିଳିଥିଲା । ତେବେ ସେ ଏହି ସିରିଜର ତିନୋଟି ସିଜନରେ ନିଜ ଝିଅ ମୈରିସୋଲଙ୍କ ସହ କାମ ଅଭିନୟ କରିଥିଲେ । ତାଙ୍କ ଅନ୍ତିମ ସଂସ୍କାର ଏକ ପ୍ରାଇଭେଟ ସମାରୋହରେ କରାଯିବ ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.