ETV Bharat / briefs

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 23, 2021, 9:05 PM IST

Updated : Oct 23, 2021, 9:34 PM IST

1. T-20 World Cup: ଜାଣନ୍ତୁ ଟିମ ଇଣ୍ଡିଆର ମ୍ୟାଚ୍‌ ସୂଚୀ

ରବିବାର ଚଳିତ ICC ପୁରୁଷ ଟି-୨୦ ବିଶ୍ବକପରେ ହାଇଭୋଲଟେଜ୍‌ ଲଢେଇ ଦେଖିବ ବିଶ୍ବ । ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ତେବେ ଜାଣନ୍ତୁ କଣ ରହିଛି, ଟିମ ଇଣ୍ଡିଆର ମ୍ୟାଚ୍‌ ସୂଚୀ...

2. ମହାଲିଙ୍ଗ କେଳେଙ୍କାରୀ: ଗୁଇନ୍ଦା ବିଭାଗକୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା

ମହାଲିଙ୍ଗ କଲେଜକୁ ବରାବର ଯାଉଥିଲେ କ୍ୟାପଟେନ । ମହାଲିଙ୍ଗ କଲେଜର କେଳେଙ୍କାରୀ ବିଷୟରେ ପୁରାତନ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଜାଣିଥିଲେ । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀ ଜାଣିଶୁଣି ଅନୈତିକ କାର୍ଯ୍ୟକଳାପ ରେ ଲିପ୍ତ ହେବା ପାଇଁ ହିଁ କଲେଜକୁ ଯାଉଥିଲେ ।

3. ଯାତ୍ରୀ ଭର୍ତ୍ତି ବସ୍‌ରେ ଚଢିଲେ MK ଷ୍ଟାଲିନ: ବୁଝିଲେ ସମସ୍ୟା, ମାସ୍କ ପିନ୍ଧିବା ନେଇ ଦେଲେ ପରାମର୍ଶ

ତାମିଲନାଡୁର ଚେନ୍ନାଇ ସହରରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ସରପ୍ରାଇଜ ଭିଜିଟ୍‌ । ସେଠାରେ ସେ ବସସେବା ସମ୍ପର୍କରେ ଯାତ୍ରୀଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

4. ସମ୍ପର୍କ ହେଲା ତୁଚ୍ଛ: ଟଙ୍କା ପାଇଁ ସ୍ତ୍ରୀକୁ ବିକିଲା ସ୍ବାମୀ

ଏଠି ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କଠୁ ଅଧିକ ମୂଲ୍ୟବାନ ହୋଇଛି ଟଙ୍କା । ଟଙ୍କା ପାଇଁ ଶେଷରେ ସାତ ଜନ୍ମର ସାଥୀକୁ ଅନ୍ୟ ହାତରେ ଟେକି ଦେଇଛି ସ୍ବାମୀ । ଜୀବନରେ ସୁଖଦୁଃଖର ସାଥୀ ବୋଲାଉଥିବା ପତ୍ନୀ, ଲକ୍ଷେ ଟଙ୍କା ପାଇଁ ହୋଇଛି ଅଲୋଡ଼ା । ଏଭଳି ଅଭାବନୀୟ ଘଟଣା ବଲାଙ୍ଗୀର ବେଲପଡ଼ା ଥାନା ଅଞ୍ଚଳରେ ଘଟିଛି । କ'ଣ ରହିଛି ପୁରା ଘଟଣା, ଦେଖନ୍ତୁ ଏହି ରିପୋର୍ଟ...

5. କର୍ଣ୍ଣାଟକରେ ଚାଞ୍ଚଲ୍ୟ: ପତ୍ନୀର ମୃତ୍ୟୁପରେ ୪ ପିଲାଙ୍କ ସହ ସ୍ବାମୀର ଆତ୍ମହତ୍ୟା

ମହିଳାଙ୍କ ବିୟୋଗରେ ଚାଲିଗଲା ୫ଟି ଜୀବନ । ଲିଭିଗଲା ଗୋଟିଏ ପରିବାରର ଚିହ୍ନବର୍ଣ୍ଣ । ପତ୍ନୀର ମୃତ୍ୟୁରେ ଭାଙ୍ଗି ପଡି ନିଜ ୪ ପିଲାଙ୍କ ସହ ଆତ୍ମହତ୍ୟା କରିଛି ହତଭଗା ସ୍ବାମୀ ।

6. ଓଡିଶା ବାହାରେ କୁହୁଳିଲା ମମିତା ମର୍ଡର ନିଆଁ

କଳାହାଣ୍ଡି ମହାଲିଙ୍ଗ ମମିତା ମର୍ଡରକୁ ନେଇ ରାଜ୍ୟରେ ଦେଖିବାକୁ ମିଳିଥିବା ତୀବ୍ର ରାଜନୈତିକ ଓ ଜନଅସନ୍ତୋଷ ନିଆଁ ରାଜ୍ୟ ବାହାରେ ମଧ୍ୟ ଦେଖିବାକୁ ମିଳିଛି ।

7. ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ

ଟିକା ଉତ୍ପାଦନକାରୀ ସଂସ୍ଥାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୨୧ ତାରିଖରେ ୧୦୦ କୋଟି ଟୀକାକରଣର ରେକର୍ଡ କରିିଛି ଭାରତ ।

8. RMRC ନିର୍ଦ୍ଦେଶିକା ସଂଘମିତ୍ରାଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ବର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କୁ ମିଳିଲା ଜାତୀୟ ପୁରସ୍କାର ।

9. ଜେଲ ଅଧିକାରୀଙ୍କୁ ଧାର୍ମିକ ବହି ମାଗିଲେ ଆର୍ଯ୍ୟନ

ଗତ ୧୯ ଦିନ ଧରି ଜେଲରେ ସଜା କାଟୁଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଏହାରି ମଧ୍ୟରେ ସେ ଜେଲ ଅଧିକାରୀଙ୍କୁ ଧାର୍ମିକ ବହି ମାଗୁଥିବା ସୂଚନା ମିଳିଛି ।

10. ଭାରତୀୟ ହକିକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିରେନ୍ଦ୍ର ଲାକ୍ରାଙ୍କୁ ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା

ଓଡିଆ ପୁଅ ତଥା ହକି ଟିମ ଇଣ୍ଡିଆର ଷ୍ଟାର୍‌ ଡିଫେଣ୍ଡର ଅଲମ୍ପିଆନ ବିରେନ୍ଦ୍ର ଲାକ୍ରାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ।

Last Updated : Oct 23, 2021, 9:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.