ETV Bharat / briefs

ଟିକଟକ କରି ଚାକିରିରୁ ହାତ ଧୋଇଲେ ମହିଳା ସହାୟିକା - women worker suspend

ଏସସିବି ମେଡିକାଲରେ ଟିକଟକ ଭିଡିଓ କରି ଚାକିରିରୁ ନିଲମ୍ବିତ ହେଲେ ମହିଳା ସହାୟିକା । ମେଡିକାଲରେ ଅସହାୟ ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ଏଜେନସି ତାଙ୍କୁ ନିଲମ୍ବିତ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jul 3, 2019, 12:00 AM IST

କଟକ: ଏସସିବି ମେଡିକାଲରେ ଟିକଟକ ଭିଡିଓ ଭାଇରାଲ ଘଟଣା । ଭିଡିଓ କରିଥିବା ମହିଳା ସହାୟିକା ପାର୍ବତୀ ସାମଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ମେଡିକାଲରେ ଅସହାୟ ରୋଗୀଙ୍କ ପାଇଁ କାର୍ଯ୍ୟ କରୁଥିବା ଏଜେନସି ତାଙ୍କୁ ନିଲମ୍ବିତ କରିଛି ।

ହସ୍ପିଟାଲରେ ଏଭଳି କାର୍ଯ୍ୟକୁ ସାଧାରଣ ନିନ୍ଦା କରାଯାଉଥିବାବେଳେ ଏସସିବି ମେଡିକାଲ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଏଥିପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୂର୍ବରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ନର୍ସମାନଙ୍କ ଟିକଟକ ଭିଡିଓ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏସଏନସିୟୁ ଭିତରେ ନର୍ସମାନେ ଚିକିତ୍ସାଧୀନ ପିଲାମାନଙ୍କୁ ନେଇ ଭିଡିଓ କରିଥିଲେ । ଭିଡିଓ କରିବାର ନିଶା ଏମିତି ଥିଲା ଯେ, ଚିକିତ୍ସାଧୀନ ପିଲାମାନଙ୍କୁ ବେଡରୁ ଉଠାଇ ହାତରେ ଧରି ଭିଡିଓ ସୁଟିଂ କରିଥିଲେ । ଏହାପରେ କଟକ ଏସସିବି ମେଡିକାଲରେ ଟିକଟକ ଭିଡିଓ ଭାଇରାଲ ଘଟଣା ସାମନାକୁ ଆସିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଏସସିବି ମେଡିକାଲ ରେ ଟିକଟାକ ଭିଡିଓ ଭାଇରାଲ ଘଟଣା। ଭିଡିଓ କରିଥିବା ମହିଳା ସହାୟିକା ପାର୍ବତୀ ସାମଲଙ୍କୁ କାର୍ଯ୍ୟ ରୁ ଅନ୍ତର କଲା ମେଡିକାଲ ରେ ଅସହାୟ ରୋଗୀ ଙ୍କ ପାଇଁ କାର୍ଯ୍ୟ କରୁଥିବା ଏଜେନସି। ମାଲକାନଗିରି ପରେ କଟକ ବଡ଼ ମେଡ଼ିକାଲରେ ଏକାଧିକ ଟିକଟାକ ଭିଡିଓ ଭାଇରାଲ ହୋଇଥିଲା। ଏସସିବି ମେଡିକାଲ ଅଧିକ୍ଷକ ଙ୍କ ନିର୍ଦେଶରେ ଏହାର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା।Body:No needConclusion:No need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.