ETV Bharat / briefs

କେନ୍ଦୁଝରରେ ପ୍ରବଳ ବର୍ଷା: କାନ୍ଥ ଭୁଶୁଡି ଶିଶୁ ଗୁରୁତର

ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଶିଶୁ ଗୁରୁତର । ଏନେଇ ତାକୁ ନିକଟସ୍ଥ ପୀଠାଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ପ୍ରବଳ ବର୍ଷାରେ କାନ୍ଥ ପଡି ଶିଶୁ ଗୁରୁତର
ପ୍ରବଳ ବର୍ଷାରେ କାନ୍ଥ ପଡି ଶିଶୁ ଗୁରୁତର
author img

By

Published : Jul 7, 2020, 10:57 AM IST

କେନ୍ଦୁଝର: ପ୍ରବଳ ବର୍ଷା ଯୋଗୁଁ କାନ୍ଥ ଭୁଶୁଡି ଶିଶୁ ଗୁରୁତର । ଲଘୁଚାପ ଯୋଗୁଁ ଗତକାଲି ରାତି ତେଲକୋଇ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହି ବର୍ଷା ଯୋଗୁଁ ଉକ୍ତ ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତର ଗୁଡିନରଦା ଗ୍ରାମରେ ବାବନ ଜୁଆଙ୍ଗର କଚ୍ଚା କାନ୍ଥ ଭୁଶୁଡି ପଡ଼ିଥିଲା । ଫଳରେ ଘରେ ଥିବା ତିନି ବର୍ଷର ଶିଶୁ ଗୁରୁତର ହୋଇଛି । ଏନେଇ ତାକୁ ନିକଟସ୍ଥ ପୀଠାଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସମସ୍ତ ଗରିବ ଆଦିବାସୀଙ୍କୁ ସରକାର ପକ୍କା ଘର ଯୋଗାଇ ଦେଉଥିବାବେଳେ ଏଭଳି କାନ୍ଥ ଭୁଶୁଡିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.