ETV Bharat / briefs

ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଅଭିଯୋଗ - registered

ଏକ କନଭେଣ୍ଟ ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ହୋଇଥିବା ଅଭିଯୋଗ ହାେଇଛି। ନିଖୋଜ ଛାତ୍ର ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଆଗ୍ରା ଅଞ୍ଚଳର ସୌମ୍ୟଦୀପ ଦାସ। ସୌମ୍ୟ ଶୌଚାଳୟ ଯିବାକୁ କହି ଯାଇଥିଲା ମାତ୍ର ଆଉ ଫେରିନଥିବା ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 9, 2019, 11:54 AM IST

Updated : Apr 9, 2019, 12:11 PM IST

ବାଲେଶ୍ବର: ଜଳେଶ୍ବର ଅଞ୍ଚଳର ଏକ କନଭେଣ୍ଟ ସ୍କୁଲ ଛାତ୍ରାବାସରୁ ଜଣେ ସପ୍ତମ ଛାତ୍ର ନିଖୋଜ ହେବା ଘଟଣା ସାମନାକୁ ଆସିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ ଆଣିବା ସହ ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା ହେଉଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନିଖୋଜ ଛାତ୍ର ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଏଗ୍ରା ଅଞ୍ଚଳର ସୌମ୍ୟଦୀପ ଦାସ । ସୌମ୍ୟ ଜଳେଶ୍ୱର ମ୍ୟୁନିସିପାଲଟି ଅଧିନସ୍ଥ ସେଣ୍ଟ ଜେମସ କନଭେଣ୍ଟ ସ୍କୁଲରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହୁଥିଲେ। ତେବେ ସୌମ୍ୟ ଶୌଚାଳୟ ଯିବାକୁ କହି ଯାଇଥିଲେ। ମାତ୍ର ଆଉ ଫେରିନଥିବା ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ: ଜଗନ୍ନାଥ ପ୍ରେମୀଙ୍କୁ ଅମିତ ଶାହା ପ୍ରଥମେ ଭୁଲ ମାଗନ୍ତୁ: ସତ୍ୟ ପ୍ରକାଶ

ପରେ ଘଟଣାକୁ ନେଇ ସୌମ୍ୟଙ୍କ ମା' ଥାନାରେ ଅଭିଯୋଗ ଆଣିବା ସହ ବିଦ୍ୟାଳୟ ଛାତ୍ରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ତେବେ ସେଣ୍ଟ ଜେମସ କନଭେଟ ଭଳି ଏକ ପରିଚିତ ବିଦ୍ୟାଳୟରୁ ଛାତ୍ର ନିଖୋଜ ହେବା ଘଟଣା ବିଦ୍ୟାଳୟର ସୁରକ୍ଷା ଓ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

AD

Conclusion:
Last Updated : Apr 9, 2019, 12:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.