ETV Bharat / briefs

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, 4 ଗୁରୁତର

author img

By

Published : Jun 7, 2019, 11:46 PM IST

Updated : Jun 8, 2019, 3:52 AM IST

ଫାଇଲ ଫଟୋ

2019-06-07 23:38:48

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, 4 ଗୁରୁତର

ଜଗତସିଂହପୁର:  କୁଜଙ୍ଗ ଥାନା ଅଞ୍ଚଳ ଚଟୁଆ ନିକଟରେ ଅଘଟଣ । ବୋଲେରୋ ଚପାଇ ହତ୍ୟା ଉଦ୍ୟମ କରାଯାଇଛି । 

ଘଟଣାରେ 4 ଜଣ ଗୁରୁତର ଥିବାବେଳେ ଜଣଙ୍କ ଅବସ୍ଥା ସଂଙ୍କଟାପର୍ଣ୍ଣ ରହିଛି । ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ 3 ଜଣଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ତେବେ ପ୍ରେମଜନିତ ମାମଲାରୁ ଏଭଳି ଘଟଣା ଘଟିଥିବା ନେଇ ପୋଲିସ ପକ୍ଷରୁ ସନ୍ଦେହ ହୋଇଛି । 

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ 

Intro:Body:

rwey

Conclusion:
Last Updated : Jun 8, 2019, 3:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.