ETV Bharat / briefs

ଘାଟିରୁ ଓଲଟିଲା ମିନିବସ୍: ଜଣେ ମୃତ, 35ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଘାଟିରୁ ବସ ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 35ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

author img

By

Published : May 21, 2019, 7:44 PM IST

Updated : May 21, 2019, 8:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ତପ୍ତପାଣି ଘାଟିରେ ଓଲଟିଲା ମିନିବସ୍ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 35ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।

ସେପେଟ ଚିକିତ୍ସା ପାଇଁ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ବ୍ରହ୍ମପୁର: ତପ୍ତପାଣି ଘାଟିରେ ଓଲଟିଲା ମିନିବସ୍ । ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 35ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।

ସେପେଟ ଚିକିତ୍ସା ପାଇଁ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ରାଉରକେଲା-ରାଉରକେଲା ରେ GST ଆଲ ରେ 19 କୋଟି କୋଟି ଟଙ୍କା ଠକାମୀ ଅଭିଯୋଗ ରେ ଆଜି ବ୍ୟବସାୟୀ କମଳ ପସାରି କୁ ଗିରଫ କରି କୋର୍ଟ ଚାଲାଣ କର ଯାଇ ଥିଲା। କୋର୍ଟ ରୁ ତାକୁ ଜେଲ ପଠାଇ ଦିଆଯାଇଛି। ମାତ୍ର ଏତିକି ନାହିଁ ଆଜି ମଧ୍ୟ ବିଭାଗ ତରଫ ରୁ ସହର ର ତଥା ଜିଲ୍ଲା ର କେତୋଟି ସ୍ଥାନ ରେ ଚଡଓ କର ଯାଇଛି। କିନ୍ତୁ ଚଡଓ ରେ କଣ ମିଳିଲା ତାହା ସୂଚନା ଦେବାକୁ ମନା କରି ଦେଇ ଥିଲେ ବିଭାଗୀୟ ଅଫିସର ମାନେ।
ସୂଚନା ଯୋଗ୍ୟ କି ପାଖା ପାଖି 500 କୋଟି ଟଙ୍କା ର  GST ଠକାମୀ ର ମାମଲା ସାମ୍ନା କୁ ଆସି ଥିଲା ତଥା କୁହା ଯାଉଛି ବିଭାଗ ତରଫରୁ ଜୋରଦାର କାର୍ଯନୁଷ୍ଠାନ ନ ହେବା ଯୋଗୁ ତା ପରେ ମଧ୍ୟ ଠକାମୀ ଜାରି ରହିଛି।
ବାଇଟ- ଉଦୟ ଶଙ୍କର,ସିଜିଏଷ୍ଟି ଅଧିକାରୀ
Last Updated : May 21, 2019, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.