ETV Bharat / briefs

କୁମ୍ଭୀର ମାରି ଖାଇବା ଘଟଣା, ଜଣେ ଗିରଫ - ଡ଼ିଏଫଓ ଶ୍ରୀ ପ୍ରଦୀପ ମୀରାସେ

କୁମ୍ଭୀର ମାରି ଖାଇବା ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ବନବିଭାଗ ଅଧକାରୀଙ୍କ ମିଳିତ ଉଦ୍ୟମରେ ଏମପିଭି ୬୧ ଗ୍ରାମର ସଂଜୀବ ସରଦାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଡ଼ିଏଫଓ ପ୍ରଦୀପ ମୀରାସେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

କୁମ୍ଭୀର ମାରି ଖାଇବା ଘଟଣାରେ ଜଣେ ଗିରଫ
କୁମ୍ଭୀର ମାରି ଖାଇବା ଘଟଣାରେ ଜଣେ ଗିରଫ
author img

By

Published : Jul 4, 2020, 11:32 AM IST

ମାଲକାନଗିରି: କୁମ୍ଭୀର ମାରି ଖାଇବା ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଗତ ଦୁଇଦିନ ତଳେ କାଲିମେଳା ବନାଞ୍ଚଳ ଅଧିନସ୍ଥ କାଲଦାପାଲି ଗ୍ରାମର କିଛି ଲୋକ ସାବେରି ନଦୀରୁ ଏକ କୁମ୍ଭୀରକୁ ମାରି ତାର ମାଂସ ଖାଇବାର ବିସୟ ଚର୍ଚ୍ଚାକୁ ଆସିଥିଲା । ଏହା ପରେ ଡିଏଫଓଙ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ କରାଯାଇଥିଲା ।

ବନବିଭାଗ ଅଧକାରୀଙ୍କ ମିଳିତ ଉଦ୍ୟମରେ ଏମପିଭି ୬୧ ଗ୍ରାମର ସଂଜୀବ ସରଦାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଡ଼ିଏଫଓ ପ୍ରଦୀପ ମୀରାସେ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.