ETV Bharat / briefs

5 ବର୍ଷ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ। ଗ୍ରାମର ଜଣେ ବିବାହିତ ଯୁବକ ଏହି କୁନିଝିଅଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ। ଅଭିଯୋଗ ପରେ ପୋଲିସ ନାବାଳିକାକୁ ଡାକ୍ତରୀ ମାଇନା କରିବାକୁ ମେଡିକାଲକୁ ପଠାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର।

author img

By

Published : Apr 14, 2019, 2:53 PM IST

ଫଟୋ ସୌଜନ୍ୟ :ପ୍ରତିନିଧି, ଭଞ୍ଜନଗର

ଭଞ୍ଜନଗର: ପୁଣି ଲଜ୍ଜା। ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଲଜ୍ଜାଜନକ ଅଭିଯୋଗ ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମରୁ ଆସିଛି। ପୀଡିତା ନାବାଳିକାର ବୟସ 5 ବର୍ଷ ହେବ। ତେବେ ସେହି ଗ୍ରାମର ଜଣେ ବିବାହିତ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭଞ୍ଜନଗର

ସୂଚନାଯୋଗ୍ୟ, ଉକ୍ତ ଘଟଣା ଗତ 11 ତାରିଖ ଦିନ ଘଟିଥିବାବେଳେ ଉକ୍ତ ମାମଲାକୁ ଗ୍ରାମରେ ରଫାଦଫା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଜି (ରବିବାର) ପୀଡିତା ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ନାବାଳିକାକୁ ଡାକ୍ତରୀ ମାଇନା କରିବାକୁ ବୁଗୁଡା ମେଡିକାଲକୁ ପଠାଇଥିବା ଜଣାପଡିଛି । ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

Intro:Body:

gfgffg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.