ETV Bharat / briefs

ଦେବଗଡ଼ରୁ ବାଘ ଛାଲ ଜବତ, 3 ଗିରଫ

ପୁଣି ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ । ଘଟଣାରେ 3 ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବାଘ ଛାଲ ଜବତ ହୋଇଛି ।

author img

By

Published : Jun 21, 2019, 11:38 AM IST

Updated : Jun 21, 2019, 3:31 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁଣି ବାଘ ଛାଲ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) । ଏହି ଘଟଣାରେ ଦେବଗଡରୁ 3 ଜଣଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ୍ । ବାଘ ଛାଲ ବିକ୍ରି ବେଳେ ଧରାପଡିଥିଲେ ଏହି 3ଜଣଙ୍କୁ ଗିରଫ କରିଥିଲା ଏସଟିଏଫ। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡର ସଚ୍ଚିକାନ୍ତ ନାୟକ, ଦେବଗଡର ରାମଣିସେନ ବେହେରା ଓ ଜ୍ଞାନଦତ୍ତ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗିରଫ ପରେ ସେମାନଙ୍କ ଠାରୁ ବାଘ ଛାଲ ଜବତ କରାଯାଇଛି । ତେବେ ଏମାନେ ଶିକାରୀ କି ବେପାରୀ ତାହା ଜଣାପଡିନାହିଁ । ମାମଲା ସତ୍ୟତା ଜାଣିବାକୁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ପୁଣି ବାଘ ଛାଲ ଜବତ କଲା ଏସଟିଏଫ
Body:
ବାଘ ଛାଲ ତସ୍କରି ପଛହେ ଏସଟିଏଫ ଟିମ। ଦିର୍ଘଦିନ ବ୍ଯବଧାନ ପରେ ପୁଣି ବାଘ ଛାଲ ଚାଲାଣକାରିଙ୍କୁ ଗିରଫ କରିଛି ଏସଟିଏଫ ଟିମ। ଦେବଗଡ ଜିଲ୍ଲାରୁ ତିନିଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ବାଘଛାଲ ଜବତ କରାଯାଇଛି। ଗିରଫ ପରେ ସେମାନେ ଶିକାରି କି ବେପାରି ତାହା ଜଣାପଡିନାହିଁ। ସେମାନଙ୍କୁ ପଚରା ଉଚରା ପରେ ସ୍ପଷ୍ଟ ହେବ Conclusion:Three accd person from Debgarh District were apprehended by STF for possession of leopard skin.
Last Updated : Jun 21, 2019, 3:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.