ETV Bharat / briefs

ବଲାଙ୍ଗୀରରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିପୁଳ ସମ୍ବର୍ଦ୍ଧନା

ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାପରେ ବଲାଙ୍ଗୀରରେ ଟୁକୁନି ସାହୁଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Jun 4, 2019, 11:41 PM IST

ବଲାଙ୍ଗୀର: ନବୀନଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ବଲାଙ୍ଗୀର ଜିଲ୍ଲାର ଏକମାତ୍ର ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ମନ୍ତ୍ରୀ ହେବାପରେ ଆଜି ପ୍ରଥମଥର ବଲାଙ୍ଗୀର ଗସ୍ତରେ ଆସିଛନ୍ତି । ମନ୍ତ୍ରୀଙ୍କ ଏହି ଗସ୍ତରେ ବଲାଙ୍ଗୀର ବିଜେଡି ପକ୍ଷରୁ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ବାଇକ ରାଲିରେ ତାଙ୍କୁ ସହର ପରିକ୍ରମା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସେହିପରି ବଲାଙ୍ଗୀର ସାମ୍ବାଦିକ ସଂଘ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ତାଙ୍କୁ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି ।

ଅନ୍ଯପଟେ ଏପରି ବିପୁଳ ସମ୍ବର୍ଦ୍ଧନାରେ ଭାବ ବିହ୍ବଳ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ସେ ନିଷ୍ଠାପର ଭାବେ କାମ କରିବେ ଏବଂ ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

କଟକ: କମରପଦା ସୁଜିତ ବାରିକ ମୃତ୍ୟୁ ମମାଲ ରେ ନୂଆ ଟୁଇଷ୍ଟ । ମୃତ୍ୟୁ ନୁହେଁ ଯୋଜନାଵଧ ହତ୍ୟାକାଣ୍ଡ । ଘଟଣା କୁ ବାର ଦିନ ପୁରିଥିଲେ ହେଁ ଏଯାବତ ପୋଲିସ ନେଇନି ଆଖି ଦୃଷ୍ଟିଆ ପଦକ୍ଷେପ । ଯାହାକୁ ନେଇ ଆଜି ଏକ ନିରପେକ୍ଷ ତଦନ୍ତ ଦାବିରେ ଆଜି କଟକ ଗ୍ରାମାଞ୍ଚଳ ଏସ ପି ଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି  ମୃତକଙ୍କ ପରିବାର ଲୋକେ।

ସୂଚନା ମୁତାବକ , ଗତ ମାସ ୨୨ ତାରିଖରେ  କମରପଦା  ର ସନ୍ତୋସୀ ପେଟ୍ରୋଲ ପମ୍ପ  ନିକଟ ପାରାଦୀପ ରାସ୍ତାରେ  ସୁଜିତ ବାରିକଙ୍କୁ  କ୍ଷତାକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା। ତାହା ପରେ ତାଙ୍କୁ ସଙ୍ଗେସଙ୍ଗେ ଏସ ସି ବି ପଠାଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । କିଶନ ନଗର ଥାନା ପୋଲିସ ଏହାକୁ ଦୁର୍ଘଟଣା କହି ଅପମୃତ୍ୟୁ ମାମଲା ରୁଜୁ କରିଥିଲା  । ହେଲେ ମୃତ ଶରୀରରେ ଥିବା କ୍ଷତ ଚିନ୍ହ ଅନ୍ୟ କିଛି  ବୟାନ କରୁଥିଲା।

କାରଣ ତାଙ୍କୁ କିଛି ଲୋକ ଫୋନ ଯୋଗେ ଡାକିଥିଲେ ଓ ତାହା ପରେ ହତ୍ୟା କରିଥିବା କଥା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।  ପୋଲିସ ମାମଲା କୁ  ଚାପିବା ପାଇଁ ଚେଷ୍ଟା କରୁଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେଥିପାଇଁ  ଆଜି ପରିବାର ଲୋକେ ଓ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନ ମାନେ ଆଜି କଟକ ଗ୍ରାମାଞ୍ଚଳ ପୋଲିସ ଆରକ୍ଷୀ ଅଧୀକ୍ଷକ ଙ୍କୁ ନିଜର ଅଭିଯୋଗ ଜଣାଇଛନ୍ତି।  ଏସ ପି ଏହାର ନିରପେକ୍ଷ ତଦନ୍ତ ଜଣେ ଡିଏସପି ପାହ୍ୟାର ଅଫିସରଙ୍କ ମାଧ୍ୟମରେ କରାଯିବା କଥା ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ବାଇଟ: ସୁଜିତ ବାରିକ ଙ୍କ ପଡୋଶୀ 

Visual on*( what's app and mojo ) byte on mojo 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.