ETV Bharat / briefs

'ଫନି' ମୁକାବିଲା ପାଇଁ କେନ୍ଦୁଝରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ୍

'ଫନି'ର ମୁକାବିଲା ପାଇଁ କେନ୍ଦୁଝରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ । ଆବଶ୍ଯକ ସାମଗ୍ରୀ ସହ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରାଯାଉଛି । ବିହାରରୁ ଏକ 40 ଜଣିଆ ଟିମ୍ ଜିଲ୍ଲାରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବାକୁ ଆନନ୍ଦପୁର ସବଡିଭିଜନରେ ପହଞ୍ଚିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : May 2, 2019, 11:57 AM IST

କେନ୍ଦୁଝର: ସାମୁଦ୍ରିକ ବାତ୍ୟା 'ଫନି'ର ମୁକାବିଲା ପାଇଁ କେନ୍ଦୁଝରରେ ପହଞ୍ଚିଲେ ଏନଡିଆରଏଫ୍ ଟିମ । ପାଣିପାଗର ପୂର୍ବାନୁମାନ ପରେ ରାଜ୍ୟ ସରକାର ଏନେଇ ଆଗୁଆ ପ୍ରସ୍ତୁତି କରିସାରିଛନ୍ତି । 'ଫନି' ଦ୍ୱାରା ପ୍ରଭାବିତ ଏବଂ ସାମୟିକ ପ୍ରଭାବିତ ଜିଲ୍ଲା ଗୁଡିକ ପାଇଁ ଜିଲ୍ଲା ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏଥିସହିତ ପ୍ରାରମ୍ଭିକ କ୍ଷୟକ୍ଷତିକୁ କିପରି ସୁଧାରି ହେବ ସେନେଇ ମଧ୍ୟ ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି । ଆବଶ୍ଯକ ସାମଗ୍ରୀକୁ ମଧ୍ୟ ମହଜୁଦ ରଖାଯାଇଛି । ଖାଲି ସେତିକି ନୁହେଁ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ମଧ୍ୟ କରାଯାଉଛି । ଫନିର ତୀବ୍ରତାକୁ ଦେଖି ଏନଡିଆରଏଫ ଟିମ କେନ୍ଦୁଝର ଜିଲ୍ଲାରେ ପହଞ୍ଚିସାରିଛି । ବିହାରରୁ ଏକ 40 ଜଣିଆ ଟିମ୍ ଜିଲ୍ଲାରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବାକୁ ଆନନ୍ଦପୁର ସବଡିଭିଜନରେ ପହଞ୍ଚିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ସ୍ଲଗ-କେନ୍ଦୁଝର ରେ ପହଁଚିଲା ଏନ୍ଡିଆରଏଫ ଟିମ

ଆଙ୍କର-ଆସୁଛି ସାମୁଦ୍ରିକ ବାତ୍ୟା ଫନି । ଏନେଇ ରାଜ୍ୟ ସରକାର ପୁରା ତତ୍ପର । ଏହି ଫନି ଦ୍ୱାରା ପ୍ରଭାବିତ ଓ ସାମୟିକ ପ୍ରଭାବିତ ଜିଲ୍ଲା ଗୁଡିକରେ ଜିଲ୍ଲା ପ୍ରଶାସନ ପୂର୍ଣ ପ୍ରସ୍ତୁତି ସାରିଛନ୍ତି । ପ୍ରାରମ୍ଭିକ କ୍ଷୟକ୍ଷତିକୁ କିପରି ସୁଧାରି ହେବ ସେନେଇ ପ୍ରଶାସନ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି । ଆବଶ୍ୟକ ସାମଗ୍ରୀ ମହଜୁଦ ରଖାଯାଇଛି । ପ୍ରଶାସନ ଏନେଇ ଘନ ଘନ ବୈଠକ କରୁଛି । ଫନିକୁ ଦେଖି ଏନ୍ଡିଆରଏଫ ଟିମ ମଧ୍ୟ କେନ୍ଦୁଝର ଜିଲ୍ଲାରେ ପହଞ୍ଚି ସାରିଲାଣି । ବିହାରରୁ ଏକ ଚାଳିଶ ଜଣିଆ ଟିମ ଆସି କେନ୍ଦୁଝର ଜିଲ୍ଲାରେ କ୍ଷୟକ୍ଷତି ହେବାକୁ ଥିବା ଆନନ୍ଦପୁର ସବଡିଭିଜନରେ ପହଞ୍ଚିଛନ୍ତି।

ବାଇଟ - ଦୀପକ ଗୁପ୍ତା ( ଇନ୍ସପେକ୍ଟର,ଏନ୍ଡିଆରଏଫ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.