ETV Bharat / briefs

ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ: ଗୃହରେ ଉତ୍ତର ରଖିଲେ ଶକ୍ତିମନ୍ତ୍ରୀ

author img

By

Published : Oct 1, 2020, 12:32 PM IST

ବିଧାନସଭାରେ ଆରମ୍ଭ ହେଲା ବିଦ୍ୟୁତ ସମ୍ପର୍କିତ ମୁଲତବୀ ନୋଟିସ। ମୁଲତବୀ ନୋଟିସ ଆଣିଥିଲେ ବିରୋଧୀ । ଅଧିକ ପଢନ୍ତୁ...

ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ
ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ

ଭୁବନେଶ୍ବର: ବିଧାନସଭାରେ ଆରମ୍ଭ ହେଲା ବିଦ୍ୟୁତ ସମ୍ପର୍କିତ ମୁଲତବୀ ନୋଟିସ। ବିରୋଧୀ ମୁଲତବୀ ନୋଟିସ ଆଣିଥିଲେ । ଏନେଇ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ଉତ୍ତର ରଖିଛନ୍ତି ।

ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ସବୁ ଦିଗକୁ ଅନୁଧ୍ୟାନ କରି ଦର ନିୟନ୍ତ୍ରଣ କରିଥାଏ OERC। 7 ବର୍ଷ ପରେ ଦର ବଢିଲା। କୃଷକ, ବିପିଏଲ ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନାହିଁ। 50 ୟୁନିଟରୁ ଅଧିକ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଦର ବୃଦ୍ଧି ହୋଇଛି। ସେ ପୁଣି ୟୁନିଟ ପିଛା ମାତ୍ର 20 ପଇସା ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷେ, NTPC, NHPC, PGCIL ଆଦି 68 ପ୍ରତିଶତ ବୃଦ୍ଧି କରିଥିବାରୁ ଦର ବୃଦ୍ଧି କରାଗଲା। କେବଳ ଗୋଟିଏ ଦୁଇଟି ରାଜ୍ୟ ଛାଡିଲେ ବାକି ରାଜ୍ୟର ବିଦ୍ୟୁତ ଦର ଓଡିଶା ଠାରୁ ଅଧିକ ରହିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.