ETV Bharat / briefs

ଟ୍ରକ ଭିତରୁ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ରାଉରକେଲା କୁନମୁର ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଏକ ଟ୍ରକ ଭିତରୁ ଗଳିତ ମୃତଦେହ ଉଦ୍ଧାର କରିଛି ରାଜଗାଙ୍ଗପୁର ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାର ସତ୍ୟତା ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

author img

By

Published : Jun 23, 2019, 8:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଜଗାଙ୍ଗପୁର ଥାନା କୁନମୁର ପେଟ୍ରୋଲ ପମ୍ପ ନିକଟରେ ଅଭାବନୀୟ ଘଟଣା । ଟ୍ରକ ଭିତରୁ ଏକ ଗଳିତ ମୃତଦେହ ଉଦ୍ଧାର କରିଛି ରାଜଗାଙ୍ଗପୁର ପୋଲିସ । ମାତ୍ର ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାନୁସାରେ, ପେଟ୍ରୋଲ ପମ୍ପ ନିକଟରେ ଠିଆ ହୋଇଥିବା ଏକ ଟ୍ରକ ଭିତରୁ ଦୁର୍ଗନ୍ଧ ବାହାରୁଥିଲା । ଏନେଇ ସ୍ଥାନୀୟ ଲୋକେ ଟ୍ରକ ଭିତର ଦେଖିଥିଲେ । ଟ୍ରକ ଭିତରେ ମୃତଦେହ ଦେଖି ଏସମ୍ପର୍କରେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି । ତେବେ ଟ୍ରକଟି ଛତିଶଗଡର ଚମ୍ପାରୁ ଆସୁଥିବା ଜଣାପଡିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ରାଜଗାଙ୍ଗପୁର ଥାନା କୁନମୁର ପେଟ୍ରୋଲ ପମ୍ପ ନିକଟ ରେ ଠିଆ କୋଈ ଥିବା ଏକ ଟ୍ରକ ରି ପଚି ଯାଇଥିବା ଏକ ମୃତ ଦେହ ପୋଲିସ ଜପତ କରିଛି।ମୃତକ ର ପରିଚୟ ମିଳି ନାହିଁ।Body:ଆଜି ଠିଆ ହୋଇ ଥିବା ଟ୍ରକ ରୁ ଦୁର୍ଗନ୍ଧ ବାହାରିବା ଯୋଗୁ ଲୋକ ମାନେ ପୋଲିସ କୁ ଖବର ଦେଇ ଥିଲେ। ପୋଲିସ ଆସି ଦେଖି ଥିଲା କି ଏକ ମୃତ ଦେହ ପୋଛି ଯାଇଛି। ଟ୍ରକ ଟି ଛତିଶଗଡ ର ଚମ୍ପା ରୁ ଆସୁ ଥିଲା। ମୃତକ ଟି କିଏ ତାହା ଜଣ ପଡୁ ନାହିଁ।Conclusion:ରାଜଗାଙ୍ଗପୁର ଥାନା ଅଂଚଳ ଟେ ଟ୍ରକ ରେ ହମଲ କରି ଲୁଟ ର ଘଟଣା ବୃଦ୍ଧି ପାଇଛି। ଏହି ମୃତ ଦେହ ଏଠାରେ ହତ୍ୟା ନ ଆଉ କିଛି ଏହା ତଦନ୍ତ ସାପେକ୍ଷ। ପୋଲିସ ଘଟଣା ର ଅନୁସନ୍ଧାନ ଆରମ୍ଭ କରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.