ତାମିଲନାଡୁ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି, ଭୋଟ୍ ଦେଉଛନ୍ତି ଦେଶବାସୀ । ଏଥର ନିର୍ବାଚନରେ ଉଭୟ ଦଳର ଅନେକ ହେଭିୱେଟ୍ ମୈଦାନରେ ଅଛନ୍ତି । ଏହି ଅବସରରେ କଂଗ୍ରେସର କିଛି ବରିଷ୍ଠ ନେତା ନିଜ ନିର୍ବାଚନମଣ୍ଡଳୀରେ ସକାଳୁ ମତଦାନ କରିଛନ୍ତି ।
ଏମାନଙ୍କ ମଧ୍ୟରେ ପ୍ରଥମେ ରହିଛନ୍ତି କଂଗ୍ରେସର ପି ଚିଦାମ୍ବରମ୍ । ତାମିଲନାଡୁ ଶିବଗଙ୍ଗାର କରାଇକୁଡି ପୋଲିଂ ବୁଥ୍ରେ ସେ ନିଜ ମତଦାନ କରିଛନ୍ତି । ଏଠାରୁ 7 ଥର ସାଂସଦ ହୋଇଥିବା ଚିଦାମ୍ବରମ୍ ଗତ ନିର୍ବାଚନରେ ଏହି ସିଟ୍ ନିଜ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କ ପାଇଁ ଛାଡିଥିଲେ । ହେଲେ ଏଠାରେ ଏଆଇଏଡିଏମକେ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ କାର୍ତ୍ତି 4 ନମ୍ବର ସ୍ଥାନରେ ଥିଲେ । ଏଥର ମଧ୍ୟ କଂଗ୍ରେସ କାର୍ତ୍ତିଙ୍କୁ ପୁଣି ପ୍ରାର୍ଥୀ କରିଛି ।
-
Tamil Nadu: Congress leader P Chidambaram casts his vote at a polling station in Karaikudi, Sivaganga. #LokSabhaElections2019 pic.twitter.com/XUudAsurPw
— ANI (@ANI) April 18, 2019 " class="align-text-top noRightClick twitterSection" data="
">Tamil Nadu: Congress leader P Chidambaram casts his vote at a polling station in Karaikudi, Sivaganga. #LokSabhaElections2019 pic.twitter.com/XUudAsurPw
— ANI (@ANI) April 18, 2019Tamil Nadu: Congress leader P Chidambaram casts his vote at a polling station in Karaikudi, Sivaganga. #LokSabhaElections2019 pic.twitter.com/XUudAsurPw
— ANI (@ANI) April 18, 2019
ସେହିପରି କାର୍ତ୍ତି ମଧ୍ୟ ନିଜ ଆସନ ଶିବଗଙ୍ଗାର କରାଇକୁଡି ପୋଲିଂ ବୁଥ୍ରେ ମତଦାନ କରିଛନ୍ତି । ତାଙ୍କ ସାଙ୍ଗରେ ଉପସ୍ଥିତ ଥିଲେ ପତ୍ନୀ ଶ୍ରୀନିଧି ରଙ୍ଗରାଜନ ଏବଂ ମାଆ ତଥା ପି ଚିଦାମ୍ବରମଙ୍କ ପତ୍ନୀ ନଳିନୀ ଚିଦାମ୍ବରମ୍ । ତେବେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଫସିଥିବା କାର୍ତ୍ତିଙ୍କୁ ପୁଣିଥରେ ଟିକେଟ୍ ଦେବାକୁ ନେଇ କଂଗ୍ରେସର କିଛି କର୍ମୀ ଅସନ୍ତୁଷ୍ଟ ଥିବାବେଳେ ଶିବଗଙ୍ଗାବାସୀ କିପରି ତାଙ୍କୁ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
-
Tamil Nadu: Nalini Chidambaram, Karti Chidambaram and his wife Srinidi Rangarajan casts their vote at a polling station in Karaikudi, Sivaganga. #LokSabhaElections2019 pic.twitter.com/2C5hLVUsPb
— ANI (@ANI) April 18, 2019 " class="align-text-top noRightClick twitterSection" data="
">Tamil Nadu: Nalini Chidambaram, Karti Chidambaram and his wife Srinidi Rangarajan casts their vote at a polling station in Karaikudi, Sivaganga. #LokSabhaElections2019 pic.twitter.com/2C5hLVUsPb
— ANI (@ANI) April 18, 2019Tamil Nadu: Nalini Chidambaram, Karti Chidambaram and his wife Srinidi Rangarajan casts their vote at a polling station in Karaikudi, Sivaganga. #LokSabhaElections2019 pic.twitter.com/2C5hLVUsPb
— ANI (@ANI) April 18, 2019
ନେତାଙ୍କ ସହ ଅଭିନେତାଙ୍କୁ ମଧ୍ୟ ସକାଳୁ ପୋଲିଂ ବୁଥ୍ରେ ଦେଖିବାକୁ ମିଳିଛି । ଅଭିନେତାରୁ ରାଜନେତା ପାଲଟିଥିବା ତାମିଲ ଇଣ୍ଡଷ୍ଟ୍ରୀର 2 ସୁପରଷ୍ଟାର କମଲ ହାସନ ଓ ରଜନୀକାନ୍ତ ଆଜି ନିଜ ମତଦାନ କରିଛନ୍ତି । ଚେନ୍ନାଇ ମଧ୍ୟ ଲୋକସଭା ଆସନର ଷ୍ଟେଲା ମାରିସ କଲେଜ ପୋଲିଂ ବୁଥ୍ରେ ରଜନୀକାନ୍ତ ନିଜ ଭୋଟ୍ ଦେଇଛନ୍ତି । ସେହିପରି ଏମଏନଏମ ମୁଖ୍ୟ କମଲ ହାସନ ନିଜ ଝିଅ ତଥା ଅଭିନେତ୍ରୀ ଶୃତି ହାସନଙ୍କ ସହ ଚେନ୍ନାଇର ଅଲୱାରପେଟ୍ କର୍ପୋରେସନ ସ୍କୁଲର 27 ନମ୍ବର ପୋଲିଂ ବୁଥ୍ରେ ମତଦାନ କରିଛନ୍ତି ।
-
Tamil Nadu: Makkal Needhi Maiam chief Kamal Haasan and his daughter Shruti Haasan queue up outside polling station 27 at Alwarpet Corporation School in Chennai to cast their votes. #LokSabhaElections2019 pic.twitter.com/ufeYNJ3pdM
— ANI (@ANI) April 18, 2019 " class="align-text-top noRightClick twitterSection" data="
">Tamil Nadu: Makkal Needhi Maiam chief Kamal Haasan and his daughter Shruti Haasan queue up outside polling station 27 at Alwarpet Corporation School in Chennai to cast their votes. #LokSabhaElections2019 pic.twitter.com/ufeYNJ3pdM
— ANI (@ANI) April 18, 2019Tamil Nadu: Makkal Needhi Maiam chief Kamal Haasan and his daughter Shruti Haasan queue up outside polling station 27 at Alwarpet Corporation School in Chennai to cast their votes. #LokSabhaElections2019 pic.twitter.com/ufeYNJ3pdM
— ANI (@ANI) April 18, 2019
ମହାରାଷ୍ଟ୍ର ସୋଲାପୁରରେ କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଧେ ଆଜି ସକାଳୁ ମତଦାନ କରିଛନ୍ତି । ଏହି ଆସନରେ ସେ 2 ଥର ବିଜୟୀ ହୋଇଥିବାବେଳେ ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ । ଏଥର ଏହା ତାଙ୍କ ଶେଷ ଲଢେଇ ହେବ ବୋଲି ସେ କହିଛନ୍ତି ।
-
#Maharashtra : Congress leader Sushilkumar Shinde casts his vote at a polling station in Solapur, in the second phase of #LokSabhaElections2019 pic.twitter.com/N3rHPjfZQ9
— ANI (@ANI) April 18, 2019 " class="align-text-top noRightClick twitterSection" data="
">#Maharashtra : Congress leader Sushilkumar Shinde casts his vote at a polling station in Solapur, in the second phase of #LokSabhaElections2019 pic.twitter.com/N3rHPjfZQ9
— ANI (@ANI) April 18, 2019#Maharashtra : Congress leader Sushilkumar Shinde casts his vote at a polling station in Solapur, in the second phase of #LokSabhaElections2019 pic.twitter.com/N3rHPjfZQ9
— ANI (@ANI) April 18, 2019