ETV Bharat / briefs

ବିଭାଗ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ, କାହାକୁ ମିଳିଲା କେଉଁ ବିଭାଗ

ନବୀନ ତାଙ୍କ ନୂତନ ମନ୍ତ୍ରିମଣ୍ଡଳରେ ଅନେକ ନବାଗତଙ୍କୁ ସାମିଲ କରିଥିବା ବେଳେ କିଛି ପୁରୁଣା ସହଯୋଗୀଙ୍କୁ ଫେରାଇ ଆଣିଛନ୍ତି ।

author img

By

Published : May 29, 2019, 4:32 PM IST

Updated : May 29, 2019, 4:55 PM IST

ଫାଇଲ ଫଟୋ

ଭୁବନେଶ୍ବର: ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି । ଦେଖନ୍ତୁ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗ ମିଳିଲା ।

ମୁଖ୍ୟମନ୍ତ୍ରୀ- ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଜଳସମ୍ପଦ(ଅଣ ଆବଣ୍ଟିତ ବିଭାଗ)

କ୍ୟାବିନେଟ ପାହ୍ୟା

  • ନିରଞ୍ଜନ ପୂଜାରୀ- ଅର୍ଥ, ଅବକାରୀ
  • ପ୍ରତାପ ଜେନା-ଆଇନ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ
  • ପ୍ରଫୁଲ୍ଲ ମଲ୍ଲିକ-ଖଣି, ଇସ୍ପାତ, ପୂର୍ତ୍ତ ବିଭାଗ, ଗୃହ ବିଭାଗ(ରାଜ୍ୟପାହ୍ୟା)
  • ଟୁକୁନି ସାହୁ- ମହିଳା ଓ ଶିଶୁ କଲ୍ୟାଣ
  • ଅରୁଣ ସାହୁ- କୃଷି, ମତ୍ସ୍ୟ, ପଶୁ ସମ୍ପଦ ଓ ଉଚ୍ଚଶିକ୍ଷା
  • ସୁଦାମ ମାରାଣ୍ଡି- ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ
  • ପଦ୍ମନାଭ ବେହେରା- ବାଣିଜ୍ୟ ପରିବହନ ଓ ଯୋଜନା ସଂଯୋଜନା
  • ସୁଶାନ୍ତ ସିଂ-ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ
  • ରଣେନ୍ଦ୍ର ପ୍ରତାପ ସ୍ବାଇଁ - ସମବାୟ, ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ
  • ନବ କିଶୋର ଦାସ - ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
  • ବିକ୍ରମ କେଶରୀ ଆରୁଖ- ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର

ରାଷ୍ଟ୍ରପାହ୍ୟା

  • ଜଗନ୍ନାଥ ସାରକା- ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ
  • ଦିବ୍ୟଶଙ୍କର ମିଶ୍ର- ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ରଓ ମଧ୍ୟମ ଉଦ୍ୟୋଗ
  • ଅଶୋକ ଚନ୍ଦ୍ର ପଣ୍ଡା-ବିଜ୍ଞାନ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା
  • ସମୀର ଦାସ-ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
  • ଜ୍ୟୋତିପ୍ରକାଶ ପାଣିଗ୍ରାହୀ- ପର୍ଯ୍ୟଟନ, ଓଡିଆ ଭାଷା ସଂସ୍କୃତି
  • ରଘୁନନ୍ଦନ ଦାସ- ଜଳ ସମ୍ପଦ ଓ ସୂଚନା ଲୋକ ସମ୍ପର୍କ
  • ପଦ୍ମିନୀ ଦିଆନ - ବୟନ ଶିଳ୍ପ ଓ ହସ୍ତତନ୍ତ
  • ତୁଷାରକାନ୍ତି ବେହେରା- କ୍ରୀଡା ଓ ଯୁବ ବ୍ୟାପାର
  • ପ୍ରେମାନନ୍ଦ ନାୟକ- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

dfh

Conclusion:
Last Updated : May 29, 2019, 4:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.