ETV Bharat / briefs

ଚନ୍ଦ୍ରବାବୁ ନାଇଡୁଙ୍କୁ ବିମାନ ବନ୍ଦରରେ ଯାଞ୍ଚ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ନାହିଁ ଭିଭିଆଇପି ସୁବିଧା, ବିମାନ ବନ୍ଦରରେ ହେଲେ ଯାଞ୍ଚର ସମ୍ମୁଖିନ ।

author img

By

Published : Jun 15, 2019, 11:11 AM IST

ଫଟୋ ସୌଜନ୍ୟ: ଏଏନଆଇ

ବିଜୟଓ୍ବାଡା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡ଼ିପି)ର ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଗତକାଲି ବିଜୟଓ୍ବାଡ଼ାର ଗନ୍ନାବରମ ବିମାନବନ୍ଦରରେ ବେସ ହଟହଟା ହେବାକୁ ପଡିଛି ।

ନାଇଡୁଙ୍କୁ ବିମାନ ବନ୍ଦରରେ କୌଣସି ପ୍ରକାରର ଭିଭିଆଇପି ସୁବିଧା ସୁଯୋଗ ମିଳିନଥିଲା । ଏହାସହ ପ୍ରତିକ୍ଷାଳୟରୁ ବିମାନ ପର୍ଯ୍ୟନ୍ତ ଯିବାପାଇଁ କୌଣସି ସ୍ବତନ୍ତ୍ର ଗାଡି ମଧ୍ୟ ମିଳିନଥିଲା ତେଣୁ ସେ ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଗାଡିରେ ଯାଇଥିଲେ ।

ଏପରିକି ସୁରକ୍ଷା କର୍ମୀ ନାଇଡୁଙ୍କୁ ସାଧାରଣ ଯାତ୍ରୀଙ୍କ ପରି ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ନାଇଡୁଙ୍କୁ ଏପରି ଯାଞ୍ଚ କରିବା ତାଙ୍କୁ ଅପମାନ ସଦୃଶ ବୋଲି ଟିଡ଼ିପି ଅଭିଯୋଗ କରିଛି । ଏହସହ ବର୍ତ୍ତମାନର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରତିଶୋଧ ମୂଳକ ରାଜନୀତି କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି ।

ସ୍ଲଗ - ପାଟଣା ଗଡ ବିଧାୟକ ଜେଇଙ୍କୁ ଉଠବସ କରାଇବା ଘଟଣା, ଜିଲ୍ଲାପାଲଙ୍କ ହସ୍ତଗତ ହେଲା ତଦନ୍ତ ରିପୋର୍ଟ
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୧୧-୦୬-୧୯
ଫରମାଟ -ପେକେଜ
ଏଙ୍କର-
ବଲାଗିଂର ପାଟଣାଗଡ ବିଧାୟକ ଜେଇଙ୍କୁ ବିଚ ରାସ୍ତାରେ ଉଠବସ କରାଇବା ଘଟଣା ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି । ସେହିପରି ଏହାକୁ ନେଇ ଆଦିବାସୀ ସଂଘ, ଜେଇ ସଂଘ ସମସ୍ତେ ଆନ୍ଦୋଲନକୁ ଓହ୍ଲାଇଥିବା ବେଲେ ସରକାରଙ୍କ ପାଇଁ ମଧ୍ୟ ଅଡୁଆ ବଢିଛି । ଅନ୍ୟପଟେ ଏହି ଘଟଣା ପରେ ପାଟଣାଗଡ ଉପଜିଲ୍ଲାପାଲଙ୍କୁ ଏହାର ତଦନ୍ତ ପାଇଁ  ନିର୍ଦ୍ଦେଶ ବଲାଗିଂର ଜିଲ୍ଲାପାଲ । ତେବେ ଏହି ତଦନ୍ତ ରିପୋର୍ଟ ଏବେ ଜିଲ୍ଲାପାଲଙ୍କ ହସ୍ତଗତ ହୋଇଥିବା ବେଲେ ସେ ଏହାର ଅନୁଧ୍ୟାନ କରୁଥିବାର କହିଛନ୍ତି । ଅନ୍ୟପଟେ ଏହି ରିପୋର୍ଟରେ କଣ ଅଛି ଏବଂ ଏହାକୁ ନେଇ ପ୍ରଶାସନ କଣ ପଦକ୍ଷେପ ନେବ ତାହାରି ଉପରେ ଏବେ ସମସ୍ତଙ୍କର ନଜର ଅଛି । ସେପଟେ ବିରୋଧୀ ରାଜନୈତିକ ଦଲ ଅଭିଯୁକ୍ତ ବିଧାୟକଙ୍କ ପଦବୀ ରଦ୍ଧ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।
ଭି ଓ ୧
ବଲାଗିଂର ପାଟଣାଗଡ ବିଧାୟକ ସରୋଜ ମେହେର ପୁର୍ତ୍ତ ବିଭାଗର ଜେଇ ଜୟକାନ୍ତ ସବରଙ୍କୁ ବିଚ ରାସ୍ତାରେ ଉଠବସ କରାଇବା ଘଟଣା ଦିନକୁ ଦିନ ଆହୁରି ଜଟିଳ ହେବାରେ ଲାଗିଛି । ଯେଉଁଥିରେ ଏହାକୁ ନେଇ ଆଦିବାସୀ ସଂଘ, ଜେଇ ସଂଘ ସହିତ ଓଡିଶା ଅମଲା ସଂଘ ମଧ୍ୟ ଏବେ ଆନ୍ଦୋଲନକୁ ଓହ୍ଲାଇଥିବା ବେଲେ ସରକାରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି  । ଅନ୍ୟପଟେ ଏହି ଘଟଣା ପରେ ପାଟଣାଗଡ ଉପଜିଲ୍ଲାପାଲଙ୍କୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ  ନିର୍ଦ୍ଦେଶ ଦେଇଥିଲେ ବଲାଗିଂର ଜିଲ୍ଲାପାଲ । ତେବେ ଏହି ତଦନ୍ତ ରିପୋର୍ଟ ଏବେ ଜିଲ୍ଲାପାଲଙ୍କ ହସ୍ତଗତ ହୋଇଛି । ଏବଂ ଏହି ରିପୋର୍ଟକୁ ନେଇ ସେ ଏବେ ଏହାର ଅନୁଧ୍ୟାନ କରୁଥିବାର କହିଛନ୍ତି । ଅନ୍ୟପଟେ ଏହି ରିପୋର୍ଟରେ କଣ ଅଛି ଏବଂ ଏହାକୁ ନେଇ ପ୍ରଶାସନ କଣ ପଦକ୍ଷେପ ନେବ ତାହାରି ଉପରେ ଏବେ ସମସ୍ତଙ୍କର ନଜର ଅଛି ।
ବାଇଟ- ଅରିନ୍ଦମ ଡାକୁଆ ଜିଲ୍ଲାପାଲ ବଲାଗିଂର
ଭି ଓ ୨ 
ଗୋଟିଏ ପଟେ ପାଟଣାଗଡ ନବନିର୍ବାଚିତ ବିଧାୟକ ସରୋଜ ମେହେରଙ୍କ ଏହି ଆଚରଣ ତାଙ୍କୁ ହରଡ ଘଣାକୁ ଟାଣି ନେଇଛି । ଏବଂ ତାଙ୍କର ଏହି ଆଚରଣ ବିରୋଧରେ ଏବେ ବଲାଗିଂର ଆଦିବାସୀ ସଂଘ ଆନ୍ଦୋଲନକୁ ଓହ୍ଲାଇ ଥିବା ବେଲେ ଆସନ୍ତା କାଲି ଏହାକୁ ନେଇ ବଲାଗିଂରରେ ଏକ ବିରାଟ ଆନ୍ଦୋଲନ ସହ ଜିଲ୍ଲାପାଲଙ୍କ କାର୍ଯ୍ୟାଲୟ ଘେରିବାର ନଷ୍ପତ୍ତି ନେଇଛି । ସମାନ ଭାବରେ ଏହି ଘଟଣାକୁ ନେଇ ଜେଇ ସଂଘ ଓ ଓଡିଶା ଅମଲା ସଂଘ ମଧ୍ୟ ଆଗକୁ ତିବ୍ର ଆନ୍ଦୋଲନ କରିବେ ବୋଲି ଧମକ ଦେଇଛନ୍ତି । ତେବେ ପରିସ୍ଥିତି ଜଟିଲରୁ ଜଟିଲ ହୋଉଥିବା ବେଲେ ବିରୋଧୀ ରାଜନୈତିକ ଦଲ ଅଭିଯୁକ୍ତ ବିଧାୟକଙ୍କ ପଦବୀ ରଦ୍ଧ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଏବଂ ନବୀନ ସରକାର ସ୍ୱଚ୍ଛତାର ପ୍ରମାଣ ଦେଇ ବିଧାୟକଙ୍କ ବିରୋଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେମାନେ ଦାବୀ କରିଛନ୍ତି । 
ବାଇଟ- ଜଜ୍ଞ ବାବୁ- ବରିଷ୍ଠ ନେତା କଂଗ୍ରେସ 
ଏଫ ଭି ଓ 
ନବ ନିର୍ବାଚିତ ପାଟଣାଗଡ ବିଧାୟକ ଏବେ ତାଙ୍କ ଏହି ଆଚରଣ ପାଇଁ ଅଡୁଆରେ ପଡିଥିବା ବେଲେ ଆଗକୁ ସେ ପ୍ରଥମ କରି ବିଧାନ ସଭା ଗୃହକୁ ଯିବେ ନା କାରାଗାରକୁ ଯିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । 
visual byte by mojo and ftp 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.