ETV Bharat / briefs

ବିଧାୟକ ପାଣ୍ଠିକୁ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବ: ଶଙ୍କର ଓରାମ

ନୂଆଗାଁ, କୁଆଁରମୁଣ୍ଡା ଅଞ୍ଚଳର କୃଷିକ୍ଷେତ୍ର ପାଇଁ ବିଶେଷ ଧ୍ୟାନ ଦେବେ । ଏପରିକି ବୀରମିତ୍ରପୁରପରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହ ବେକାରୀ ସମସ୍ୟା ଦୂର ପାଇଁ ଉଦ୍ୟମ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Apr 2, 2019, 1:31 PM IST

ରାଉରକେଲା: ସାଧାରଣ ନିର୍ବାଚନ ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ରାଜନୀତିର ପାରଦ ଏବେ ପୁରା ସତେଜ ଥିବାବେଳେ, ରାଜନୈତିକ ଦଳଙ୍କ ପ୍ରାର୍ଥୀ ଚୟନ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାର୍ଥୀ ହୋଇଥିବା ନେତାମାନେ ଏବେ ସବୁ ଶକ୍ତି ଲଗାଇ ଜନତା ଦରବାରରେ ଭୋଟ ଭିକ୍ଷା କରୁଥିବାବେଳେ ନିର୍ବାଚନରେ ବିଜୟୀ ହେଲେ ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ କରିଥିବା ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏହିକ୍ରମରେ ଇଟିଭି ଭାରତର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ପାଞ୍ଚଟି ପ୍ରଶ୍ନ ନେତାଙ୍କୁ’ କାର୍ଯ୍ୟକ୍ରମରେ ଭାଗନେଇ ବୀରମିତ୍ରପୁର ବିଧାନସଭାର ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଶଙ୍କର ଓରାମ କହିଛନ୍ତି ସେ ଯଦି ନିର୍ବାଚନରେ ବିଜୟୀ ହୁଅନ୍ତି ବୀରମିତ୍ରପୁର ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବେ ।

ନୂଆଗାଁ, କୁଆଁରମୁଣ୍ଡା ଅଞ୍ଚଳର କୃଷିକ୍ଷେତ୍ର ପାଇଁ ବିଶେଷ ଧ୍ୟାନ ଦେବେ ଏପରିକି ବୀରମିତ୍ରପୁରପରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ସହ ବେକାରୀ ସମସ୍ୟା ଦୂର ପାଇଁ ଉଦ୍ୟମ କରିବେ ।

ଶଙ୍କର ଓରାମ ଆହୁରି ମଧ୍ୟ କହିଛନ୍ତି ଯେ ବିଧାୟକ ପାଣ୍ଠିକୁ ଲୋକଙ୍କ ଆବଶ୍ୟକତା ଅନୁସାରେ ଓ ଲୋକଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରିବି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

At a press conference held in Jalandhar, Anthony had accused the Khanna police of showing Rs 9.66 crore, instead of the Rs 16.65 crore seized from them, and claimed that the cash was accounted for.

Chandigarh: The Punjab police ordered an inquiry on Monday into the allegations of a church priest, who has reportedly accused the Khanna police of showing Rs 9.66 crore instead of a total seizure of Rs 16.65 crore.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.